କଟକରେ ଡ୍ରେନ ପାଲଟିଛି ମରଣ ଫାନ୍ଦ: ୧୦ ଲକ୍ଷ ଟଙ୍କା ଦାବିରେ ମୃତଦେହ ରଖି ସିଏମସି ଘେରିଲେ ପରିବାର ଲୋକେ
କଟକରେ ଡ୍ରେନ ପାଲଟିଛି ମରଣ ଫାନ୍ଦ: ୧୦ ଲକ୍ଷ ଟଙ୍କା ଦାବିରେ ମୃତଦେହ ରଖି ସିଏମସି ଘେରିଲେ ପରିବାର ଲୋକେ #କଟକ(ଏନ୍.ଏମ୍.): କଟକ ସହରର ବିକାଶ ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ଏବେ ତାହା ବିନାଶର କାରଣ ହୋଇଛି । ବିଶେଷ କରି କଟକ ସହରରୁ ବର୍ଜ୍ୟଜଳ ନିଷ୍କାସନ ପାଇଁ ଜାଇକା ପ୍ରକଳ୍ପ ସହିତ ବକ୍ସ ଡ୍ରେନ ନିର୍ମାଣ ଚାଲିଛି । ମାତ୍ର ପ୍ରକଳ୍ପ କାର୍ଯ୍ୟ କରୁଥିବା ସଂସ୍ଥାର ଖାମଖିଆଲି କାର୍ଯ୍ୟ ଯୋଗୁଁ ଦୁର୍ଘଟଣାରେ ଏକାଧିକ…
