ଫ୍ଲିପ୍ କାର୍ଟ କମ୍ପାନୀର ଦାଦାଗିରି: ମନଇଚ୍ଛା କରୁଛି କର୍ମଚାରୀ ଛଟେଇ
ଫ୍ଲିପ୍ କାର୍ଟ କମ୍ପାନୀର ଦାଦାଗିରି: ମନଇଚ୍ଛା କରୁଛି କର୍ମଚାରୀ ଛଟେଇ #ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ସ୍ଥିତ ଇନ୍ଦ୍ରାଣୀପାଟଣାରେ ଥିବା ଆନ୍ତଃଜାତୀୟ କମ୍ପାନୀ ପ୍ଲିପକାର୍ଟର ମଦର୍ କମ୍ପାନୀ ମନମୁଖୀ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଶତାଧିକ କର୍ମଚାରୀ । ଅଧିକାଂଶ କର୍ମଚାରୀ ମାନେ ହେଲେ ଯୁବକ ଯୁବତୀ । କମ୍ପାନୀ ପକ୍ଷରୁ କର୍ମଚାରୀଙ୍କୁ ସଠିକ୍ ସମୟରେ ଦରମା ପ୍ରଦାନ ନକରିବା, ଅଧିକ ସମୟ କାମରେ ନିୟୋଜିତ କରିବା ଓ କର୍ମଚାରୀଙ୍କ ଇପିଏଫ୍ ଓ ପିଏଫ୍ ସଠିକ୍ ସମୟରେ…
