ପୁଣି ଫେରିଲା କି ମେଣ୍ଢା ମଡ଼କ ?
ପୁଣି ଫେରିଲା କି ମେଣ୍ଢା ମଡ଼କ ? ଅଜଣା ଜନ୍ତୁର ଆକ୍ରମଣରେ ୮ ରୁ ଉର୍ଦ୍ଧ ମେଣ୍ଢା ମୃତ୍ୟୁ,୧୯ଟି ଗୁରୁତର ଆହତ #ଆଠଗଡ଼(ଏନ୍.ଏମ୍.): କିଛି ବର୍ଷ ତଳେ ନିଆଳି ଅଞ୍ଚଳରେ ମେଣ୍ଢାମଡ଼କ ଘଟଣା ମନରୁ ନଲିଭୁଣୁ ପୁଣି ମେଣ୍ଢା ମଡ଼କ ଦେଖାଦେଇଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ । ତେବେ ଗୋଟିଏ ରାତିରେ ୮ଟି ମେଣ୍ଢା ପ୍ରାଣ ହରାଇଥିବାବେଳେ ୧୯ଟି ମେଣ୍ଢା ଅବସ୍ଥା ଗୁରୁତର ରହିଛି । ତେବେ କେଉଁ କାରଣରୁ ମେଣ୍ଢାମାନଙ୍କର ଏଭଳି ଅସ୍ୱାଭାବିକ ମୃତ୍ୟୁ…
