ବାସୁଦେବପୁର ଦେଉଳି ଗ୍ରାମରୁ ନକଲି ଦେଶୀ ମଦ କାରଖାନା ଉପରେ ଚଢ଼ାଉ, ୨ଗିରଫ
ବାସୁଦେବପୁର ଦେଉଳି ଗ୍ରାମରୁ ନକଲି ଦେଶୀ ମଦ କାରଖାନା ଉପରେ ଚଢ଼ାଉ, ୨ଗିରଫ ଭଦ୍ରକ(ଏନ୍.ଏମ୍.): ନିଶାନିବାରଣ ପାଇଁ ସରକାରୀ ତଥା ବେସରକାରୀ ସଂସ୍ଥା ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି । ନିଶାମୁକ୍ତ ଓଡ଼ିଶା ପାଇଁ ଅନେକ ଅନୁଷ୍ଠାନ ଯୁଦ୍ଧଂଦେହୀ ଡାକରା ମଧ୍ୟ ଦେଉଛନ୍ତି । ହେଲେ ମଦ ମାଫିଆମାନଙ୍କୁ ରୋକିବା ସତେ ଯେମିତି ଏକପ୍ରକାର ଚାଲେଞ୍ଜ ସାବ୍ୟସ୍ତ ହୋଇଛି । ଗୋଟିଏ ପଟେ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶହ ଶହ…
