କଖଡ଼ି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ
କଖଡ଼ି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ #ଚୌଦ୍ୱାର(ଏନ୍.ଏମ୍.): ଶିକ୍ଷାର ଉନ୍ନତି ନିମନ୍ତେ ରାଜ୍ୟସରକାର ଗୁରୁତ୍ୱ ଦେଉଛନ୍ତି । ଛାତ୍ରଛାତ୍ରୀମାନଙ୍କୁ କିଭଳି ଉନ୍ନତମାନର ଶିକ୍ଷାଦାନ କରାଯିବ ସେଥି ପାଇଁ ସ୍କୁଲରେ ଶିକ୍ଷକ ଓ ଅଭିଭାବକମାନଙ୍କ ଏକ ମିଳିତ ବୈଠକ କରି ଏହାର ନିଷ୍କର୍ଷ ଅନୁଯାୟୀ ସୁସ୍ଥ ସମାଜ ଗଠନ ଦିଗରେ ଆଉ ଗୋଟିଏ ପାଦ ଆଗେଇ ନେବାକୁ ସରକାର ପରାମର୍ଶ ଦେଇଛନ୍ତି । ତେବେ କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କଖଡ଼ି ପଞ୍ଚାୟତ କଖଡି ନୋଡାଲ…
