କଟକରୁ ପୁଣି ୫ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ, ଗୋଦାମ ସିଲ୍ କଲା ସିଏମସି
କଟକରୁ ପୁଣି ୫ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ଲଙ୍କା ଓ ହଳଦୀ ଗୁଣ୍ଡ ଜବତ, ଗୋଦାମ ସିଲ୍ କଲା ସିଏମସି #କଟକ(ଏନ୍.ଏମ୍.): ଅପମିଶ୍ରିତ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି କଟକ । କେବଳ କଟକ ସହର କାହିଁକି ସହର ଉପକଣ୍ଠରେ ମଧ୍ୟ ବ୍ୟାପକ ଅପମିଶ୍ରିତ ତଥା ନକଲି ସାମଗ୍ରୀ ପ୍ରସ୍ତୁତ ଚାଲିଛି । କିଛି ବର୍ଷ ଧରି କଟକ ସହର ନକଲି ସାମଗ୍ରୀ ପ୍ରସ୍ତୁତକାରୀ ପାଇଁ ଭୂସ୍ୱର୍ଗ ପାଲଟି ଯାଇଛି । ତେବେ ଏଭଳି ଅପମିଶ୍ରିତ ସାମଗ୍ରୀକୁ ରୋକିବା…
