ଆରପାରିରେ ବରିଷ୍ଠ ସାମ୍ବାଦିକ ମନୋଜ ଦାସ
ଆରପାରିରେ ବରିଷ୍ଠ ସାମ୍ବାଦିକ ମନୋଜ ଦାସ #ଚୌଦ୍ୱାର/କଟକ(ଏନ୍.ଏମ୍.): ଦିନେ କଲମ ମୂନରେ ଜାତୀୟତାବୋଧ ସୃଷ୍ଟି କରିବା ସହ ସାଧାରଣ ଗରିବ ନିଷ୍ପେସିତମାନଙ୍କ ପାଇଁ ସ୍ୱର ଉତ୍ତୋଳନ କରୁଥିବା ବରିଷ୍ଠ ସାମ୍ବାଦିକ ମନୋଜ ଦାସଙ୍କ କଲମ ଆଜି ଥକି ପଡ଼ିଛି । ସେ ଶୋଇ ଯାଇଛନ୍ତି ଚିରନିଦ୍ରାରେ । ସାଜିଛନ୍ତି ଅଫେରା ପଥର ପଥିକ । ଚୌଦ୍ୱାର ପ୍ରେସ୍କ୍ଲବ୍ର ପ୍ରତିଷ୍ଠାତା ସଦସ୍ୟ ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଦାସଙ୍କର ଆଜି ସଂଧ୍ୟାରେ ପରଲୋକ ହୋଇ ଯାଇଛି । ମୃତ୍ୟୁ…
