ବେଆଇନ ନିଶା ଓ ବନ୍ୟଜନ୍ତ୍ୟୁ ଅବଶେଷ କାରବାରର ପର୍ଦ୍ଦାଫାସ କଲା ଏସଟିଏଫ
ବେଆଇନ ନିଶା ଓ ବନ୍ୟଜନ୍ତ୍ୟୁ ଅବଶେଷ କାରବାରର ପର୍ଦ୍ଦାଫାସ କଲା ଏସଟିଏଫ ଭୁବନେଶ୍ୱର(ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ ବେଆଇନ ଔଷଧ କାରବାର ବଢ଼ିବାରେ ଲାଗିଛି । ନକଲି ଔଷଧ ସାଙ୍ଗକୁ ବିଭିନ୍ନ ନିଶା କାରବାର ମଧ୍ୟ ବୃଦ୍ଧି ପାଉଥିବାବେଳେ ଏହାକୁ ଦମନ କରିବା ନିମନ୍ତେ ଏସଟିଏଫ ଟିମ ସଜାଗ ହୋଇ ଉଠିଛି । ସୂଚନା ଅନୁଯାୟୀ, ସ୍ୱତନ୍ତ୍ର ଖବର ପାଇ ଏସଟିଏଫ ପକ୍ଷରୁ ୧୫୭ନମ୍ବର ଜାତୀୟ ରାଜପଥ ଚାରିଛକ-ଫୁଲବାଣୀ ରାସ୍ତାର ବୌଦ୍ଦ ଜିଲ୍ଲା ପୁଲିସ ସହାୟତାରେ ଚଢ଼ାଉ କରାଯାଇଥିଲା…
