ମୀନାବଜାର ବନ୍ଦ କରିବାକୁ ଯାଇ ହଟ୍ଟହଟ୍ଟା ହେଲା ତିଗିରିଆ ପୁଲିସ
ମୀନାବଜାର ବନ୍ଦ କରିବାକୁ ଯାଇ ହଟ୍ଟହଟ୍ଟା ହେଲା ତିଗିରିଆ ପୁଲିସ #ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ତିଗିରିଆ ଥାନା ପୁଲିସ ଗତ କାଲି ବିଳମ୍ବିତ ରାତିରେ ସ୍ଥାନୀୟ ପାଞ୍ଚଗାଁ ଅଞ୍ଚଳରେ ଚାଲିଥିବା ମୀନାବଜାର ବନ୍ଦ କରିବାକୁ ଯାଇ ହଟ୍ଟହଟ୍ଟା ହେବାକୁ ପଡ଼ିଛି । ପୁଲିସ ଅଧିକାରୀ ଜଣକ ମୀନାବଜାର ବ୍ୟବସାୟୀମାନଙ୍କୁ ନାଲିଆଖି ଦେଖାଇବା ସହ ଅଶ୍ଳିଳ ଭାଷା ପ୍ରୟୋଗ କରି ମୀନାବଜାରକୁ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ତେବେ ପୁଲିସ ବାବୁଙ୍କ ଏଭଳି ଆଚରଣରେ ବ୍ୟବସାୟୀ ଓ…
