ମୋ ୱାର୍ଡ ଅଭିଯାନର ୨ୟ ଦିବସ: ସିଏମସି ୧୦ନମ୍ବର ୱାର୍ଡର ବିଭିନ୍ନ କାର୍ଯ୍ୟକ୍ରମ
ମୋ ୱାର୍ଡ ଅଭିଯାନର ୨ୟ ଦିବସ: ସିଏମସି ୧୦ନମ୍ବର ୱାର୍ଡର ବିଭିନ୍ନ କାର୍ଯ୍ୟକ୍ରମ #କଟକ(ଏନ୍.ଏମ୍.): ‘ମୋ ୱାର୍ଡ’ ଅଭିଯାନର ୨ୟ ଦିବସରେ ସିଏମସି ମେୟର ସୁବାସ ସିଂହ ୧୦ନମ୍ବର ୱାର୍ଡ଼ରେ ପରିମଳ ବ୍ୟବସ୍ଥାର ଦାୟିତ୍ୱରେ ଥିବା ସଂସ୍ଥା ତାହାର ପରିମଳ ବ୍ୟବସ୍ଥାର କିପରି ଭାବରେ କାର୍ଯ୍ୟ ପରିଚାଳନା କରୁଛି ସେନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ମେୟର ସ୍ଥାନୀୟ କନିକା ଛକ ଠାରେ ଥିବା ହାଜିରା ପଏଣ୍ଟ ପାଖରେ ପହଞ୍ଚି, କର୍ମଚାରୀମାନଙ୍କ ଉପସ୍ଥାନ ତନଖିବା…
