ଭାରସ୍ୟାମ ହରାଇ ରାସ୍ତାରେ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ
ଭାରସ୍ୟାମ ହରାଇ ରାସ୍ତାରେ ଓଲଟି ପଡ଼ିଲା କୋଇଲା ବୋଝେଇ ଟ୍ରକ #ଚୌଦ୍ୱାର(ଏନ୍.ଏମ୍.): କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ୫୫ନମ୍ବର ଜାତୀୟ ରାଜପଥ ନୁନଟିକିରୀ ନିକଟରେ ଏକ ଟ୍ରକ ଓଲଟି ପଡ଼ିଥିବାବେଳେ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଚୌଦ୍ୱାର ଥାନା ପୁଲିସ ପହଞ୍ଚି ଆହତ ଡ୍ରାଇଭରଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ ୧୧ଟା ୩୫ମିନିଟ ସମୟରେ (ଓଡି୨୧ଜି୩୫୩୫) ନମ୍ବର ବିଶିଷ୍ଟ ଏକ…
