ତେଲ ଦୁର୍ନୀତି ନେଇ ସିଏମ୍ସିରେ ଭିଜିଲାନ୍ସ ଯାଞ୍ଚ : ନଥିପତ୍ର ଜବତ
ତେଲ ଦୁର୍ନୀତି ନେଇ ସିଏମ୍ସିରେ ଭିଜିଲାନ୍ସ ଯାଞ୍ଚ : ନଥିପତ୍ର ଜବତ #କଟକ(ଏନ୍.ଏମ୍.): ସିଏମସିରେ ତେଲ ଦୁର୍ନୀତି ନେଇ ଭିଜିଲାନ୍ସ ଯାଞ୍ଚ କରି ଅଧିକାରୀଙ୍କୁ ପଚରାଉଚରା କରିଛି । ପେଟ୍ରୋଲ ଓ ଡିଜେଲ ସଂକ୍ରାନ୍ତ କେତେକ ନଥିପତ୍ର ଜବତ କରିବା ସହ ଦୁର୍ନୀତିର ଖୋଳତାଡ଼ ଆରମ୍ଭ କରିଛି । ବର୍ଷାଦିନରେ ସିଏମସିରେ ବିଭିନ୍ନ ବାବଦରେ ବହୁ ତେଲ ବ୍ୟୟ କରାଯାଇଛି । ବିଶେଷକରି ମୋଟର ପମ୍ପ ଚଳାଇବା, ଟ୍ରାକ୍ଟର ଠାରୁ ଆରମ୍ଭ କରି ବିଭିନ୍ନ ଗାଡ଼ିରେ ତେଲ…
