ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ
ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ କଟକ(ଏନ୍.ଏମ୍.): ସମ୍ପ୍ରତି କରୋନା ମହାମାରୀର ଦ୍ୱିତୀୟ ଲହର ଭଳି ଘଡ଼ିସନ୍ଧି ସମୟରେ ରକ୍ତ ସଙ୍କଟ ଦୂର କରିବା ପାଇଁ ଓଡ଼ିଶା ମୋ ପରିବାର ପକ୍ଷରୁ ମହାନଦୀ ବିହାର ଠାରେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତର ଆବଶ୍ୟକତାକୁ ଉପଲବ୍ଧି କରି ଓଡ଼ିଶା ମୋ ପରିବାରର ସ୍ରଷ୍ଟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ଓଡ଼ିଶା…
