ଟିକା କେନ୍ଦ୍ରରେ ଫଟୋ ରାଜନୀତି: ବିଜେଡ଼ି-ବିଜେପି ମୁହାଁମୁହିଁ
ଟିକା କେନ୍ଦ୍ରରେ ଫଟୋ ରାଜନୀତି: ବିଜେଡ଼ି-ବିଜେପି ମୁହାଁମୁହିଁ ଭୁବନେଶ୍ୱର(ଏନ୍.ଏମ୍.): ସମ୍ପ୍ରତି କରୋନା ଟିକାକରଣକୁ ନେଇ ଫଟୋ ରାଜନୀତି ଜୋର ଧରିଛି । ଓଡ଼ିଶାରେ ଟିକାକେନ୍ଦ୍ରମାନଙ୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ପୋଷ୍ଟର ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ କାହିଁକି ନରହିବ ଏ ନେଇ ମୁହଁ ଖୋଲିଛନ୍ତି ବିଜେପି କର୍ମକର୍ତ୍ତା । ଅନ୍ୟପକ୍ଷରେ କୋଭିଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ମିଳୁଥିବା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହୁଥିବାବେଳେ କେନ୍ଦ୍ରରେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଫଟୋ ନରହିବ ଏ…
