ମାଟ୍ରିକ୍ ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ: ତାତିଲେ ଛାତ୍ରଛାତ୍ରୀ, ବୋର୍ଡ଼ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ମାଟ୍ରିକ୍ ମୂଲ୍ୟାୟନରେ ତ୍ରୁଟି ଅଭିଯୋଗ: ତାତିଲେ ଛାତ୍ରଛାତ୍ରୀ, ବୋର୍ଡ଼ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କୌଣସି ତ୍ରୁଟି ହୋଇନାହିଁ, ସ୍କୁଲରୁ ଆସିଥିବା ନମ୍ୱରକୁ ତର୍ଜମା କରି ଦିଆଯାଇଛି- ବୋର୍ଡ଼ ସଭାପତି କଟକ(ଏନ୍.ଏମ୍.): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶନକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି । ଏଥି ପାଇଁ ବିଭିନ୍ନ ସ୍କୁଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆଜି କିଛି ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଓଡ଼ିଶା ମାଧ୍ୟମିକ ଶିକ୍ଷା…
