ରାଜ୍ୟ ବିଜୁ ଜନତା ଆଇନଜୀବୀ ସାମୁଖ୍ୟ ପକ୍ଷରୁ ରକ୍ତଦାନ ଶିବିର
ରାଜ୍ୟ ବିଜୁ ଜନତା ଆଇନଜୀବୀ ସାମୁଖ୍ୟ ପକ୍ଷରୁ ରକ୍ତଦାନ ଶିବିର କଟକ(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଭଳି ମହାବିପତ୍ତି ସମୟରେ ରକ୍ତ ଅଭାବରୁ କାହାରିକୁ ମରିବାକୁ ଦିଆଯିବ ନାହିଁ ସୂତ୍ରରେ ଆଜି ଓଡିଶା ରାଜ୍ୟ ବିଜୁ ଜନତା ଦଳ ଆଇନଜୀବୀ ସାମୁଖ୍ୟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା-ମୋ ପରିବାର ଜୀବନ ବିନ୍ଦୁ ସଂଯୋଜନାରେ ସ୍ଥାନୀୟ ବିଡାନାସୀ ସ୍ଥିତ ନଳିନୀ ମଣ୍ଡପଠାରେ ଆୟୋଜିତ ଏହି ଶିବିରରେ କଟକ ଜିଲ୍ଲା ବିଜେଡ଼ି…
