ଟିକସ ଫାଙ୍କିବା ପାଇଁ ଟ୍ରେନରେ କଟକକୁ ଚୋରାରେ ଆସୁଥିଲା ସୁନା ଅଳଙ୍କାର:୨ କେଜି ଜବତ
ଟିକସ ଫାଙ୍କିବା ପାଇଁ ଟ୍ରେନରେ କଟକକୁ ଚୋରାରେ ଆସୁଥିଲା ସୁନା ଅଳଙ୍କାର:୨ କେଜି ଜବତ କଟକ(ଏନ୍.ଏମ୍.): ଟ୍ୟାକ୍ସ ଫାଙ୍କିବା ପାଇଁ ବେଆଇନ କାର୍ଯ୍ୟ ଚାଲିଥିବାବେଳେ କମିଶନରେଟ ପୁଲିସ ହାତରେ ଧରାଡ଼ିଛି । ସୁନା ବ୍ୟବସାୟ କ୍ଷେତ୍ରରେ ଟ୍ୟାକ୍ସ ଫାଙ୍କିବା ଉଦ୍ଦେଶ୍ୟରେ ଅଭିଯୁକ୍ତ ମାନେ କିଭଳି ଚୋରାରେ ସୁନା ଅଳଙ୍କାର ଆଣି କଟକରେ ବ୍ୟବସାୟ କରୁଥିଲେ ଆଜି ସେ ସମ୍ପର୍କରେ କମିଶନରେଟ ପୁଲିସ ପର୍ଦ୍ଦା ଫାସ କରିଛି । ପଞ୍ଜାବରୁ ବ୍ୟାପକ ପରିମାଣର ସୁନା ଅଳଙ୍କାର ଆସି କଟକର…
