କଳାହାଣ୍ଡି ଓ ୧୬ ବର୍ଷରୁ କମ୍ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା
କଳାହାଣ୍ଡି ଓ ୧୬ ବର୍ଷରୁ କମ୍ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କଟକ(ଏନ୍.ଏମ୍.): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତା ୨୬ ତାରିଖରୁ କଟକ ଓ ଭୁବନେଶ୍ୱରର ବିଭିନ୍ନ ଗ୍ରାଉଣ୍ଡରେ କଳାହାଣ୍ଡି କପ ଓ ୧୬ବର୍ଷରୁ କମ ବାଳକ ବର୍ଗର କ୍ରିକେଟ ଟୁର୍ଣ୍ଟାମେଣ୍ଟ ଆରମ୍ଭ ହେବ । କଳାହାଣ୍ଡି କପ ନିମନ୍ତେ ମୋଟ…
