ପୁଲିସର ଏନକାଉଣ୍ଟର: ପରିସ୍ରା ବାହାନାରେ ଖସିବାକୁ ଚେଷ୍ଟା କରିଥିଲା ହାଇଦର
ପୁଲିସର ଏନକାଉଣ୍ଟର: ପରିସ୍ରା ବାହାନାରେ ଖସିବାକୁ ଚେଷ୍ଟା କରିଥିଲା ହାଇଦର କଟକ(ଏନ୍.ଏମ୍.): ଗ୍ୟାଙ୍ଗଷ୍ଟର ହାଇଦରକୁ ଏନକାଉଣ୍ଟର କରାଯାଇଛି । ପରିସ୍ରା ବାହାନାରେ ସେ ଖସିଯିବାକୁ ଚେଷ୍ଟା କରିଥିବାବେଳେ ସାଥିରେ ଥିବା ଏସ୍କଟ ପୁଲିସ ଗୁଳି ମାରିବାକୁ ବାଧ୍ୟ ହୋଇଥିଲା । ହାଇଦର ଚୌଦ୍ୱାର ଜେଲରେ ଥିବାବେଳେ ସୁରକ୍ଷା ଦୃଷ୍ଟିରୁ ତାକୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା । ତେବେ ପୁଲିସ କବ୍ଜାରୁ ଖସି ପଳାଉଥିବା ବେଳେ ହାଇଦର ଏନକାଉଣ୍ଟର ହୋଇଥିବା କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି…
