କଟକ ରେଳ ଷ୍ଟେସନ ନବୀକରଣ ନରାଜ ଠାରେ ଦ୍ୱିତୀୟ ରେଳ ଷ୍ଟେସନ ନିର୍ମାଣ ନେଇ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ
କଟକ ରେଳ ଷ୍ଟେସନ ନବୀକରଣ ନରାଜ ଠାରେ ଦ୍ୱିତୀୟ ରେଳ ଷ୍ଟେସନ ନିର୍ମାଣ ନେଇ ରେଳ ମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ନୂଆଦିଲ୍ଲୀ (ଏନ୍.ଏମ୍.): କଟକ ରେଳ ଷ୍ଟେସନକୁ ଜାତୀୟ ରେଳ ଷ୍ଟେସନର ମାନ୍ୟଟା ଦିଆଯାଇଥିଲେ ବି ଏହାର କୌଣସି ବିକାଶ ହୋଇ ପାରିନାହିଁ । ଗତ ବର୍ଷ କେନ୍ଦ୍ର ସରକାର ଓଡ଼ିଶାର କଟକ, ବ୍ରହ୍ମପୁର, ଭଦ୍ରକ, ସମେତ ୧୧ଟି ରେଳ ଷ୍ଟେସନ ନବୀକରଣ କରିବାର ଘୋଷଣା କରିଥିଲେ ବି ଏହି କାର୍ଯ୍ୟ ଏବେ ସୁଦ୍ଧା ଆରମ୍ଭ ହୋଇନାହିଁ…
