Nishkarsha

କଟକ-ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍ ସହିତ ଟ୍ରକର ମୁହାଁମୁହିଁ ଧକ୍କା, ୩ ମୃତ, ୨୦ ଗୁରୁତର

କଟକ-ଚାନ୍ଦବାଲି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ବସ୍ ସହିତ ଟ୍ରକର ମୁହାଁମୁହିଁ ଧକ୍କା, ୩ ମୃତ, ୨୦ ଗୁରୁତର #ନିଶ୍ଚିନ୍ତକୋଇଲି (ଏନ୍‌.ଏମ୍‌.): କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଟରପଡ଼ା କଳା ପୋଲ ନିକଟରେ ଏମ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହେବା ସହ ପ୍ରାୟ ୪୦ଜଣ ଆହତ ହୋଇଥିବାବେଳେ ୨୦ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି ।…

Read More

ଖୁଚୁରା ବିକ୍ରେତାଙ୍କ ବକେୟା ପାରିଶ୍ରମିକ ଓ ୧୬ ଦଫା ଦାବିକୁ ନେଇ ଆନ୍ଦୋଳନ

ଖୁଚୁରା ବିକ୍ରେତାଙ୍କ ବକେୟା ପାରିଶ୍ରମିକ ଓ ୧୬ ଦଫା ଦାବିକୁ ନେଇ ଆନ୍ଦୋଳନ #କଟକ(ଏନ୍‌.ଏମ୍‌.): ସର୍ବ ଭାରତୀୟ ଡିଲର୍ସ ଫେଡୋରେସନ ଆହ୍ୱାନକ୍ରମେ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଓ ୧୬ ଦଫା ଦାବି ପୂରଣ ନିମନ୍ତେ ଆଜି ଠାରୁ ଆରମ୍ଭ ହୋଇଥିବା ସାମଗ୍ରୀ ଉଠାଣ, ବଣ୍ଟନ ବନ୍ଦ ସହ ଖୁଚୁରା ବିକ୍ରୟ କେନ୍ଦ୍ର ବନ୍ଦ ଓ ପି.ଓ.ଏସ.ମ୍ୟାସିନ ବନ୍ଦ ନିଷ୍ପତ୍ତି ଏବଂ ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରିରଖିବା ପାଇଁ ଏକ ଶପଥ…

Read More

ସହରବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବାରବାଟୀ-କଟକ ବିଧାୟକ

ସହରବାସୀଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବାରବାଟୀ-କଟକ ବିଧାୟକ #କଟକ(ଏନ୍‌.ଏମ୍‌.): ଇଂରାଜୀ ନବବର୍ଷ ୨୦୨୪ ଅବସରରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ତାଙ୍କ ଆବାସିକ କାର୍ଯ୍ୟଳୟରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବିଭିନ୍ନ ସାହିବସ୍ତି ପୂଜା କମିଟିର କର୍ମକର୍ତ୍ତା, ସିଏମସି ବିଭାଗୀୟ ଅଧିକାରୀ, ମୁରବୀଙ୍କ ସମେତ ବିଭିନ୍ନ ସଂଗଠନର କର୍ମକର୍ତ୍ତା, ରାଜନୈତିକ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଭବ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ…

Read More

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବହୁପ୍ରତୀକ୍ଷିତ ଭୁବନେଶ୍ୱର-କଟକ ମେଟ୍ରୋ ରେଳପ୍ରକଳ୍ପର ଶିଳାନ୍ୟାସ

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବହୁପ୍ରତୀକ୍ଷିତ ଭୁବନେଶ୍ୱର-କଟକ ମେଟ୍ରୋ ରେଳପ୍ରକଳ୍ପର ଶିଳାନ୍ୟାସ #ଭୁବନେଶ୍ୱର/ବାରଙ୍ଗ(ଏନ୍‌.ଏମ୍‌.): ଇଂରାଜୀ ନବବର୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁପ୍ରତୀକ୍ଷିତ ମେଟ୍ରୋ ରେଳର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସ୍ଥାନୀୟ ତ୍ରିଶୁଳିଆ ନିକଟ ରତାଗଡ଼ର ଲେଙ୍କା ସାହିରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, କଟକ ମେୟର ସୁବାସ ସିଂହ, ମନ୍ତ୍ରୀ ଉଷା ଦେବୀ, ରଣେନ୍ଦ୍ର ପ୍ରତାପ…

Read More

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ ଆଗାମୀ ଦିନରେ ପୁଲିସ ଅଧିକ ଶକ୍ତିଶାଳୀ ହେବ-ଡିଜିପି #କଟକ(ଏନ୍‌.ଏମ୍‌.): ଓଡିଶା ପୁଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଅରୁଣ କୁମାର ଷଡଙ୍ଗୀ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ପୂର୍ବତନ ଡି.ଜି.ପି ସୁନୀଲ କୁମାର ବଂସଲଙ୍କ ଠାରୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଷଡଙ୍ଗୀ ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ…

Read More

ରାସନକାର୍ଡ଼ରେ ଡେପୁଟି ମେୟରଙ୍କ ନାମ ଘଟଣା: ଦୁର୍ନୀତି ପଛରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ନିକଟରେ ବିଜେପିର ଏତଲା

ରାସନକାର୍ଡ଼ରେ ଡେପୁଟି ମେୟରଙ୍କ ନାମ ଘଟଣା: ଦୁର୍ନୀତି ପଛରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଡିସିପିଙ୍କ ନିକଟରେ ବିଜେପିର ଏତଲା #କଟକ(ଏନ୍‌.ଏମ୍‌.): ରାଜ୍ୟସରକାର ସବୁବେଳେ ଦୁର୍ନୀତି ହଟାଇବା ସହ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଫାଇପ-ଟି ଭଳି ଯୋଜନା କରିଛନ୍ତି । ଏଥି ସହିତ ଅଧିକାରୀମାନେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ମାତ୍ର ସେସବୁ କିଭଳି କାର୍ଯ୍ୟକାରୀ ହେଉଛି ତାହାର ହିସାବ କାହା ପାଖରେ ନାହିଁ । ତେବେ…

Read More

ଜାନୁଆରୀ ୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବ ସାଧାରଣ ବଣ୍ଟନ ବ୍ୟବସ୍ଥା

ଜାନୁଆରୀ ୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବ ସାଧାରଣ ବଣ୍ଟନ ବ୍ୟବସ୍ଥା #କଟକ(ଏନ୍‌.ଏମ୍‌.): ସାଧାରଣ ବଣ୍ଟନ ବ୍ୟବସ୍ଥାର କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ସର୍ବ ଭାରତୀୟ ଡିଲର୍ସ ଫେଡେରେସନ ପକ୍ଷରୁ ଜାନୁଆରୀ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା ବନ୍ଦ ରହିବ । ସମଗ୍ର ଭାରତବର୍ଷରେ ଏହି ଧର୍ମଘଟ ଚାଲିବ ବୋଲି ଫେଡେରେସନ ପକ୍ଷରୁ ସୂଚନା ଦିଆଯାଇଛି । ତେଣ କଣ୍ଟ୍ରୋଲରେ ବଣ୍ଟନ ହେଉଥିବା ସାମଗ୍ରୀ…

Read More

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୧ଗିରଫ: ୨ଟି ଦେଶୀବନ୍ଧୁକ ସହ ଗନ ପାଉଡର, ଲିଡ ଓ କ୍ୟାଟ୍ରିଜ ଜବତ

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୧ଗିରଫ: ୨ଟି ଦେଶୀବନ୍ଧୁକ ସହ ଗନ ପାଉଡର, ଲିଡ ଓ କ୍ୟାଟ୍ରିଜ ଜବତ #ଚୌଦ୍ୱାର(ଏନ୍‌.ଏମ୍‌.): ବେଆଇନ ଭାବେ ବନ୍ଧୁକ ରଖିଥିବା ଅଭିଯୋଗରେ ଚୌଦ୍ୱାର ପୁଲିସ ଆଜି ଜଣେ ଅସାମାଜିକ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲଣ କରିଛି । ସୂଚନା ଅନୁଯାୟୀ ଗତ ୨୮ତାରିଖରେ କରଞ୍ଜି ପଞ୍ଚାୟତ ଅଧିନସ୍ଥ ଗୋଡ଼ଧୁଆ ଗ୍ରାମର ମହାନ୍ତି ବାନରା(୩୦) ନାମକ ଜଣେ ବ୍ୟକ୍ତି ସେହି ଗ୍ରାମର ତାଙ୍କ ଭଉଣୀ ଦାସମା ସିଂଙ୍କୁଙ୍କ ଶ୍ୱଶୁରର ଦ୍ୱାଦଶ କ୍ରିୟାରେ…

Read More

ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ

ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ #କଟକ(ଏନ୍‌.ଏମ୍‌.): ଅଲ୍ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ରାଜ୍ୟ କମିଟି ବୈଠକ ସ୍ଥାନୀୟ ଖାନନଗର ଜଗନ୍ନାଥ ମନ୍ଦିର ପରିସରରେ ଆଜି ଅନୁଷ୍ଠିତ ହୋଇଯାଇଛି । ବିଜୟ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଜାତୀୟ ଉପସଭାପତି ତଥା ରାଜ୍ୟ ସମ୍ପାଦକ ଭାଗ୍ୟଧର ବ୍ରହ୍ମା, ଉପଦେଷ୍ଟା ରଞ୍ଜନ କୁମାର ଖୁଣ୍ଟିଆ ଏବଂ ନଟବର ଆଚାର୍ଯ୍ୟଙ୍କ ସମେତ କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଜଗତସିଂହପୁର, ଯାଜପୁର ଓ କେନ୍ଦୁଝର ଜିଲ୍ଲାରୁ…

Read More

ଇମ୍ଫା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଇମ୍ଫା ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଇମ୍ଫାର ସାମାଜିକ ଦାୟିତ୍ୱବୋଧ ଶାଖା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ପକ୍ଷରୁ ଚୌଦ୍ୱାର ଶଙ୍କରପୁର ପଞ୍ଚାୟତରେ ବହୁମୁଖି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା, ଇମ୍ଫାର ସିନିୟର୍ ମ୍ୟାନେଜର ସାରଦା ପ୍ରସାଦ ରାଓ, ମାନସ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଶିବିରରେ ଶିଶୁ ରୋଗ ଠାରୁ ଆରମ୍ଭ କରି…

Read More

ଦୁର୍ନୀତିରେ ବୁଡ଼ି ରହିଛି ସିଏମସି: ସମସ୍ତ ସରକାରୀ ସୁବିଧା ସତ୍ତ୍ୱେ ରାସନକାର୍ଡ଼ ହାତେଇଛନ୍ତି ଡେପୁଟି ମେୟର ଦମୟନ୍ତୀ ମାଝୀ

ଦୁର୍ନୀତିରେ ବୁଡ଼ି ରହିଛି ସିଏମସି: ସମସ୍ତ ସରକାରୀ ସୁବିଧା ସତ୍ତ୍ୱେ ରାସନକାର୍ଡ଼ ହାତେଇଛନ୍ତି ଡେପୁଟି ମେୟର ଦମୟନ୍ତୀ ମାଝୀ ୮ବର୍ଷ ତଳର କଳଙ୍କିତ ଘଟଣାର ପୁନରାବୃତ୍ତି #କଟକ(ଏନ୍‌.ଏମ୍‌.): ଦୁର୍ନୀତିରେ ଘାଣ୍ଟି ହେଉଛି କଟକ ମହାନଗର ନିଗମ । ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ହେଉଥିଲେ ମଧ୍ୟ ଏହାର ମୂଳୋତ୍ପାଟନ ଆଦୌ ହେଉନାହିଁ । ଗୋଟିଏ ପରେ ଗୋଟିଏ ଦୁର୍ନୀତି ପଦାକୁ ଆସୁଥିଲେ ମଧ୍ୟ ଏନେଇ ନିରବଦ୍ରଷ୍ଟା ସାଜିଛି ପ୍ରଶାସନ । ବାଲିଯାତ୍ରା ଦୁର୍ନୀତିର ଗନ୍ଧ ଥମିନଥିବାବେଳେ ପୁଣି ରାସନକାର୍ଡ଼…

Read More

ଚୌଦ୍ୱାର କଲେଜରେ ସମନ୍ୱିତ ଯୁବ ବିକାଶ ଓ ନୂଆ-ଓ କାର୍ଯ୍ୟକ୍ରମ

ଚୌଦ୍ୱାର କଲେଜରେ ସମନ୍ୱିତ ଯୁବ ବିକାଶ ଓ ନୂଆ-ଓ କାର୍ଯ୍ୟକ୍ରମ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର କଲେଜରେ ଆଜି ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ସହିତ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡ଼ିଆ ସିନେ ଅଭିନେତ୍ରୀ ସୁପ୍ରିୟା ନାୟକ ଏବଂ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ସମ୍ପାଦକ ବିଜୟ ମଲ୍ଲ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରାରମ୍ଭରୁ କଲେଜ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ…

Read More