Nishkarsha

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର; ୨୫ ଲକ୍ଷ ଟଙ୍କା ଓ ବିପୁଳ ସୁନା ଜବତ

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସପେକ୍ଟର; ୨୫ ଲକ୍ଷ ଟଙ୍କା ଓ ବିପୁଳ ସୁନା ଜବତ #ତାଳଚେର(ଏନ୍‌.ଏମ୍‌.): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟ୍ରାଫକ ଇନସପେକ୍ଟର ଏବେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏଭଳି ଘଟଣା କଳାହୀରାର ରାଜଧାନୀ ତାଳଚେର ଅଞ୍ଚଳରେ ଘଟିଛି । ଟ୍ରାଫିକ ଇନସପେକ୍ଟର ଜିତେନ୍ଦ୍ର ବେହେରା ନିଜ ଗାଡ଼ିରେ ବିଡ଼ାବିଡ଼ା ନୋଟ ନେଇ ଘରକୁ ଯାଉଥିବାବେଳେ ବାଟରୁ ତାଙ୍କୁ ମାଡ଼ି ବସିଲା ଭିଜିଲାନ୍ସ । ତାଳଚେର ଟ୍ରାଫିକ୍ ଇନିସପେକ୍ଟର ଶ୍ରୀ ବେହେରାଙ୍କ ଗାଡ଼ିରୁ…

Read More

କଟକ ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ଉପରେ ତେଜୁଛି ଅସନ୍ତୋଷ: ୭ ମାସ ହେଲା ଚାଉଳ ମିଳିନଥିବାରୁ ଅର୍ପଣ ରଥକୁ ଅଟକାଇଲେ ଗ୍ରାମବାସୀ

କଟକ ଜିଲ୍ଲାରେ ପ୍ରଶାସନିକ ଅଧିକାରୀଙ୍କ ଉପରେ ତେଜୁଛି ଅସନ୍ତୋଷ: ୭ ମାସ ହେଲା ଚାଉଳ ମିଳିନଥିବାରୁ ଅର୍ପଣ ରଥକୁ ଅଟକାଇଲେ ଗ୍ରାମବାସୀ #ନରସିଂହପୁର(ଏନ୍‌.ଏମ୍‌.): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‌ଘାଟନର ଅବ୍ୟବହିତ ପୂର୍ବରୁ ରାଜ୍ୟ ବ୍ୟାପୀ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରୁଥିବାବେଳେ ସବୁଆଡେ ଭବ୍ୟ ସ୍ୱାଗତ କରାଯାଉଛି । ମାତ୍ର କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଗ୍ରାମବାସୀମାନେ ଅର୍ପଣ ରଥକୁ ଅଟକାଇ ବିରୋଧ ପ୍ରଦର୍ଶନ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଯାହା ଫରେ ସରକାର…

Read More

ସିଟି ହସ୍ପିଟାଲ, ସି.ଡି.ଏମ.ଓ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଢ଼ୁଛି ଦୁର୍ନୀତି : କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଆମ୍ବେଦକର ସ୍ମୃତି ପରିଷଦର ଦାବିପତ୍ର

ସିଟି ହସ୍ପିଟାଲ, ସି.ଡି.ଏମ.ଓ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବଢ଼ୁଛି ଦୁର୍ନୀତି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଆମ୍ବେଦକର ସ୍ମୃତି ପରିଷଦର ଦାବିପତ୍ର #କଟକ(ଏନ୍‌.ଏମ୍‌.): ସମ୍ପ୍ରତି କଟକରେ ବିଭିନ୍ନ ସରକାରୀ ତଥା ଜରୁରୀ ସେବା ଯୋଗାଉଥିବା କାର୍ଯ୍ୟାଳୟରେ ବହୁବିଧ ସମସ୍ୟା ଦେଖାଦେବା ସହ ଜନସାଧାରଣ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏପରିକି କଟକ ସିଟି ହସ୍ପିଟାଲ, ସିଡିଏମଓ କାର୍ଯ୍ୟାଳୟରେ ଜନସାଧାରଣଙ୍କ ନିମନ୍ତେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିବା ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଅଭିଯୋଗ ହେବା…

Read More

ବାସୁଦେବପୁର ପୌର ପରିଷଦରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ

ବାସୁଦେବପୁର ପୌର ପରିଷଦରେ ଶ୍ରୀ ଜଗନ୍ନାଥ ଅର୍ପଣ ରଥ #ବାସୁଦେବପୁର(ଏନ୍‌.ଏମ୍‌.): ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ମନ୍ଦିର ପରିସରରେ ବାସୁଦେବପୁର ପୌର ପରିଷଦ ପକ୍ଷରୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ଜଗନ୍ନାଥ ଅର୍ପଣ ରଥ ଶୁଭାରମ୍ଭ ହୋଇ ଯାଇଛି । ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୌର ଅଧିକାରୀ ସମୀର ରଞ୍ଜନ ଦାଶ, ପୌର ଉପାଧ୍ୟକ୍ଷ ଉତ୍ତମ ବାରିକ୍‌, ସ୍ଥାନୀୟ କାଉନସିଲର ଜୟନ୍ତୀ ସାହୁ ଓ କୁନ୍ତଳା ସେଠୀ ଉପସ୍ଥିତ ରହି ଶୁଭାରମ୍ଭ କରିଥିଲେ ।…

Read More

ଆଇଡାକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ଉଦଘାଟିତ

ଆଇଡାକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ଉଦଘାଟିତ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ପଟିଆ ଚନ୍ଦକା ଶିଳ୍ପାଞ୍ଚଳ ଅନ୍ତର୍ଗତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ନିକଟରେ ଆଇଡାକ୍ସ କନସଲଟିଙ୍ଗ ଆଣ୍ଡ ରିସର୍ଚ୍ଚ କେନ୍ଦ୍ର ଉଦଘାଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଇଟି, କ୍ରୀଡା ଓ ଗୃହ ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବର୍ତ୍ତମାନ ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶାରେ ଯେଉଁ ପ୍ରଗତି ରଥ ଆଗେଇ ଚାଲିଛି ବୋଲି…

Read More

କଟକ ରେଭେନ୍ସା କଲେଜିଏଟ୍ ସ୍କୁଲରେ ସଡ଼କ ସୁରକ୍ଷା ସପ୍ତାହରେ ସଚତନତା କାର୍ଯ୍ୟକ୍ରମ

କଟକ ରେଭେନ୍ସା କଲେଜିଏଟ୍ ସ୍କୁଲରେ ସଡ଼କ ସୁରକ୍ଷା ସପ୍ତାହରେ ସଚତନତା କାର୍ଯ୍ୟକ୍ରମ #କଟକ(ଏନ୍‌.ଏମ୍‌.): କଟକରେ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଥିବାବେଳେ ଆଜି ଏହି ପରିପରେକ୍ଷୀରେ ସ୍ଥାନୀୟ ରେଭେନ୍ସା କଲେଜିଏଟ୍ ସ୍କଲ୍ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଥିବାବେଳେ କଟକ ଜିଲ୍ଲାରେ ରାଜ୍ୟ ପରିବହନ ବିଭାଗର ନୀତି ନିୟମ ଅନୁପାଳନ ପୂର୍ବକ ଆଇନ କାର୍ଯ୍ୟକାରୀ କରାଯାଉଛି । ଆଇନ ଅମାନ୍ୟକାରୀମାନଙ୍କ କ୍ଷେତ୍ରରେ…

Read More

ମାଞ୍ଜା ସୂତା ବ୍ୟାନ ପାଇଁ କଂଗ୍ରେସର ଦାବିପତ୍ର

ମାଞ୍ଜା ସୂତା ବ୍ୟାନ ପାଇଁ କଂଗ୍ରେସର ଦାବିପତ୍ର #ଜଗତପୁର (ଏନ୍‌.ଏମ୍‌.): କଟକ ନଗର(ଜିଲ୍ଲା)କଂଗ୍ରେସ ସଭାପତି ସୁରେଶ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ନଗର(ଜିଲ୍ଲା) କଂଗ୍ରେସର ମୁଖ୍ୟ-ମୁଖପାତ୍ର ମାନସ ପରିଡା ଙ୍କ ନେତୃତ୍ୱରେ କଂଗ୍ରେସ ର ଏକ ପ୍ରତିନିଧି ମଣ୍ଡଳୀ ମାଞ୍ଜା ସୂତା ବ୍ୟବହାରକୁ ବ୍ୟାନ କରିବା ପାଇଁ କଟକ ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଜଗତପୁର ଥାନା ଆଇଆଇସି ରବୀନ୍ଦ୍ରନାଥ ମେହେରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଗୁଡି ଉଡାରେ ଯେଉଁ ଲାଇଲନ ମାଞ୍ଜା ସୂତା ବ୍ୟବହାର…

Read More

ଶିକ୍ଷକ ଅଭାବ ନେଇ ବିଦ୍ୟାଳୟ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ

ଶିକ୍ଷକ ଅଭାବ ନେଇ ବିଦ୍ୟାଳୟ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ #ଆଠଗଡ଼(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ସରକାର ଶିକ୍ଷାର ଉନ୍ନତିକରଣ ପାଇଁ ଯେଉଁ ଉଦ୍ୟମ କରୁଛନ୍ତି ତାହା କେବଳ ଲୋକ ଦେଖାଣିଆ ବୋଲି ଅଭିଭାବକଙ୍କ ମହଲରେ ଅଭିଯୋଗ ହେଉଛି । ଗୋଟିଏ ପଟେ ଶିକ୍ଷାର ବିକାଶ ନିମନ୍ତେ ଭିତ୍ତିଭୂମିର ଉନ୍ନତିକରଣ କରିବା ନିମନ୍ତେ ମୋ ସ୍କୁଲ ଯୋଜନା କରାଯାଇଥିବାବେଳେ ଛାତ୍ରଛାତ୍ରୀମାନଙ୍କୁ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବା ନିମନ୍ତେ ପୋଷାକ ବିତରଣ, ପୁସ୍ତକ ପ୍ରଦାନ ଆଦି କରୁଛନ୍ତି ।…

Read More

ଆକାଶ ପଥ ସହ ଯୋଡ଼ିହେଲା ମାଲକାନଗିରି

ଆକାଶ ପଥ ସହ ଯୋଡ଼ିହେଲା ମାଲକାନଗିରି ମାଲକାନାଗିରି(ଏନ୍‌.ଏମ୍‌.): ଆକାଶ ପଥ ସହ ଯୋଡ଼ି ହୋଇଛି ମାଲକାନଗିରି । ଲୋକାର୍ପିତ ହୋଇଛି ମାଲକାନଗିରି ଏୟାରପୋର୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଠାରେ ନୂତନ ବିମାନବନ୍ଦରକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ମାଲକାନଗିରିରେ ପହଞ୍ଚି ଉଦ୍‌ଘାଟନ କରିଥିଲେ । ଏହାଛଡ଼ା ପରିବହନ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି । ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଟର୍ମିନାଲ-୨ ପରିଦର୍ଶନ କରିଥିଲେ ।…

Read More

ଭିଜିଲାନ୍ସ ଜାଲରେ ଏମଭିଆଇ: ୭ଟି ସ୍ଥାନରେ ଚାଲିଛି ଚଢ଼ାଉ

ଭିଜିଲାନ୍ସ ଜାଲରେ ଏମଭିଆଇ: ୭ଟି ସ୍ଥାନରେ ଚାଲିଛି ଚଢ଼ାଉ ନୟାଗଡ଼(ଏନ୍‌.ଏମ୍‌.): ସରକାରୀ ଅଧିକାରୀମାନେ ବିଭିନ୍ନ ଉପାୟରେ ବେଆଇନ ଅର୍ଥ ଠୁଳ କରିବାରେ ବ୍ୟସ୍ତ ରହିଛନ୍ତି । ନିଜର ସଚ୍ଚୋଟତା, କର୍ତ୍ତବ୍ୟପରାୟଣା, କାର୍ଯ୍ୟକ୍ଷେତ୍ରରେ ଉତ୍ତର ଦାୟିତ୍ୱ, ସ୍ୱଚ୍ଛତା ଆଦିକୁ ବଳି ଚଢ଼ାଇ କିଭଳି ରାତାରାତି କୋଟି ପତି ହୋଇଯିବେ ସେହି ଚିନ୍ତାରେ ଏବେ ସରକାରୀ ଅଧିକାରୀ ରହିଥିବା ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉରୁ ଜଣାପଡ଼ୁଛି । ସେହିଭଳି ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ନୟାଗଡ଼ ମୋଟର ଯାନ…

Read More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ କଟକ ଜିଲ୍ଲାରେ ବୁଲିଲା ମହାପ୍ରଭୁଙ୍କ ଅର୍ପଣ ରଥ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ କଟକ ଜିଲ୍ଲାରେ ବୁଲିଲା ମହାପ୍ରଭୁଙ୍କ ଅର୍ପଣ ରଥ #କଟକ(ଏନ୍‌.ଏମ୍‌.): ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାମିଲ କରିବା ଉଦ୍ଦେଶ୍ୟରେ ଘରକୁ ଘର ବୁଲୁଛି ‘ଶ୍ରୀ ଜଗନ୍ନାଥ ଅର୍ପଣ ରଥ’ । ଏହି ପରିପ୍ରେକ୍ଷୀରେ ଆଜି କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ରଥ ପରିକ୍ରମା କରିଥିଲା । ତେବେ ଯେଉଁ ଅଞ୍ଚଳକୁ ରଥ ଯାଇଛି ସେଠାରେ ରଥକୁ ଭବ୍ୟ…

Read More

ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦର ଅଖଣ୍ଡ ଭଜନ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ସଭା

ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦର ଅଖଣ୍ଡ ଭଜନ ମହୋତ୍ସବ ନିମନ୍ତେ ପ୍ରସ୍ତୁତି ସଭା #କଟକ(ଏନ୍‌.ଏମ୍‌.): ହରିପୁର ଦୋଳମୁଣ୍ଡାଇସ୍ଥିତ ବିଜୟ ଗୋବିନ୍ଦ ଭବନ ଠାରେ ନିଖିଳ ଉତ୍କଳ ସଙ୍ଗୀତ ଶିଳ୍ପୀ ପରିଷଦର ଅଖଣ୍ଡ ଭଜନ ମହୋତ୍ସବ ନିମନ୍ତେ ଏକ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରସ୍ତୁତି ସଭାରେ ପରିଷଦର ସଭାପତି ସୁବାସ ଚନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିଲେ । ଚଳିତ ବର୍ଷର ଶ୍ରୀ ଜଗନ୍ନାଥ ସମ୍ମାନ, ଗୀତଗୋବିନ୍ଦ ସମ୍ମାନ ଓ ଉଦୟଭାନୁ ପୁରସ୍କାର ପ୍ରଦାନ…

Read More