ସାଧୁବଟ ଆବାସିକ ବିଦ୍ୟାମନ୍ଦିରର ୧୩ତମ ବାର୍ଷିକ ଉତ୍ସବ
ସାଧୁବଟ ଆବାସିକ ବିଦ୍ୟାମନ୍ଦିରର ୧୩ତମ ବାର୍ଷିକ ଉତ୍ସବ #ନିଶ୍ଚିନ୍ତକୋଇଲି(ଏନ୍.ଏମ୍.): କଟକ ଜିଲ୍ଲା ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ଅଧୀନସ୍ଥ ବ୍ରାହ୍ମଣଖଣ୍ଡ ସିଲୋ ଠାରେ ଥିବା ସାଧୁବଟ ଆବାସିକ ବିଦ୍ୟାମନ୍ଦିର (ଗୁରୁକୁଳ)ର ୧୩ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବାଶିଷ ରାୟଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପ୍ରଫେସର ବୈଷ୍ଣବ ଚରଣ ପଟ୍ଟନାୟକ ଯୋଗଦେଇ ଗୁରୁକୁଳ ଶିକ୍ଷା ଛାତ୍ରର ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା…
