ଧାବିକା ଦୂତିଙ୍କ ଅଭିଯୋଗ କ୍ରମେ ୱେବ୍ ଚ୍ୟାନେଲ୍ ସମ୍ପାଦକଙ୍କୁ ଉଠାଇ ନେଲା ପୁଲିସ୍
ଧାବିକା ଦୂତିଙ୍କ ଅଭିଯୋଗ କ୍ରମେ ୱେବ୍ ଚ୍ୟାନେଲ୍ ସମ୍ପାଦକଙ୍କୁ ଉଠାଇ ନେଲା ପୁଲିସ୍ ଭୁବନେଶ୍ୱର (ଏନ୍.ଏମ୍.): ଅଲିମ୍ପିଆନ ଦୂତୀଚାନ୍ଦଙ୍କ ଅଭିଯୋଗ କ୍ରମେ ଏକ ୱେବ୍ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ଶେଖର ରାଉତଙ୍କୁ ପୁଲିସ ଉଠାଇ ନେଇଛି । ଭୁବନେଶ୍ୱର ମହିଳା ଥାନା ପୁଲିସ୍ ସୁଧାଂଶୁଙ୍କୁ ତାଙ୍କ ଝାରପଡ଼ା ସ୍ଥିତ ଅଫିସରୁ ଉଠାଇ ନେଇଥିବା ଜଣାପଡ଼ିଛି । ଦୂତୀ ଅଭିଯୋଗ କରିଥିଲେ ଯେ ତାଙ୍କ ବିରୋଧରେ ସୁଧାଂଶୁଙ୍କ ୱେବ୍ ଚ୍ୟାନେଲ୍ ସଦାବେଳେ ଅପମାନଜନକ ଖବର ପ୍ରସାରଣ କରାଯାଉଛି ।…
