‘ଦୁର୍ଗା ପୂଜା କେବଳ ବିଜେପିର ନୁହେଁ, ରାଜନୀତି କରନ୍ତୁ ନାହିଁ’- ଦେବାଶିଷ
‘ଦୁର୍ଗା ପୂଜା କେବଳ ବିଜେପିର ନୁହେଁ, ରାଜନୀତି କରନ୍ତୁ ନାହିଁ’- ଦେବାଶିଷ # କଟକ(ଏନ୍.ଏମ୍.): ପାର୍ବଣ ଯେତିକି ଯେତିକି ପାଖେଇ ଆସୁଛି ସରକାରଙ୍କ କରୋନା କଟକଣାକୁ ନେଇ ବିରୋଧ ସେତିକି ସେତିକି ବୃଦ୍ଧି ପାଇବାରେ ଲାଗିଛି । କଟକରେ ମା’ ଦୁର୍ଗାଙ୍କ ପୂଜା ମହା ଆଡମ୍ବରରେ ପାଳିତ ହେଉଥିବାବେଳେ ରାଜ୍ୟସରକାର କରୋନା କଟକଣା ପାଇଁ ସ୍ୱତନ୍ତ୍ର ପାର୍ବଣ ଗାଇଡଲାଇନ୍ ଜାରି କରିଛନ୍ତି । ଏହି ଗାଇଡଲାଇନ୍ ଅନୁଯାୟୀ, ମୂର୍ତ୍ତି ୪ ଫୁଟ ଉଚ୍ଚତାରେ ସୀମିତ ରଖିବାକୁ କୁହାଯାଇଛି…
