ଅଞ୍ଚଳବାସୀଙ୍କ ବିରୋଧ ସତ୍ତ୍ୱେ ଟାୱାର ନିର୍ମାଣ: କୁହୁଳୁଛି ଅସନ୍ତୋଷ
ଅଞ୍ଚଳବାସୀଙ୍କ ବିରୋଧ ସତ୍ତ୍ୱେ ଟାୱାର ନିର୍ମାଣ: କୁହୁଳୁଛି ଅସନ୍ତୋଷ କଟକ(ଏନ୍.ଏମ୍.): ଅଞ୍ଚଳବାସୀଙ୍କ ବିରୋଧ ତଥା ପ୍ରଶାସନିକ ନିର୍ଦ୍ଦେଶ ସତ୍ତ୍ୱେ ବେଆଇନ ଭାବେ ଟାୱାର ନିର୍ମାଣକୁ ନେଇ ଅସନ୍ତୋଷ କୁହୁଳୁଛି । ସ୍ଥାନୀୟ ମଙ୍ଗଳାବାଗ ନୂଆପାଟଣା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜ ଛାତ ଉପରେ ରିଲାଏଲ୍ସ ଜିଓ ଟାୱାର ନିର୍ମାଣ କରୁଛି । ତେବେ ଏହି ଟାୱାର ଜନବସତି ଭିତରେ ରହିବା ଦ୍ୱାରା ଝଡ଼ ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କାରେ ଅଞ୍ଚଳବାସୀ…
