ଚୌଦ୍ୱାରରେ ଟସରସୁତା ଉତ୍ପାଦନ କାରଖାନା ଉଦ୍ଘାଟିତ
ଚୌଦ୍ୱାରରେ ଟସରସୁତା ଉତ୍ପାଦନ କାରଖାନା ଉଦ୍ଘାଟିତ ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ଅଞ୍ଚଳ କଜଳକଣାସ୍ଥିତ ଇଡ଼କୋର ଗୋପାଳପୁର ଶିଳ୍ପାଞ୍ଚଳରେ ଏକଦା ଛୋଟବଡ଼ ହୋଇ ବହୁ ଶିଳ୍ପ ଗଢ଼ି ଉଠିଥିବାବେଳେ ପରବର୍ତ୍ତି ସମୟରେ ସମସ୍ତ ଶିଳ୍ପ ବନ୍ଦ ହୋଇ ଏହା ଶିଳ୍ପଶୂନ୍ୟ ହୋଇ ଯାଇଥିଲା । ଦୀର୍ଘ ଦିନ ପରେ ଉକ୍ତ ସ୍ଥାନରେ ଏକ ଟସର ସୂତା ଉତ୍ପାଦନ କେନ୍ଦ୍ର ଆରମ୍ଭ କରାଯାଇଥିବାରୁ ସମଗ୍ର ଚୌଦ୍ୱାର ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି । ଏଥିସହିତ ଏହି କାରଖାନା ଚାଲୁ ହେବା ଫଳରେ…
