ଷ୍ଟ୍ରଙ୍ଗରୁମ୍ ବାହାରେ ବାଲାଟ ପେପର ପଡ଼ିବା ନେଇ ତୀବ୍ର ଉତ୍ତେଜନା: ଜଗିଥିବା କର୍ମଚାରୀଙ୍କ ପ୍ରତି ସନ୍ଦେହ !
ଷ୍ଟ୍ରଙ୍ଗରୁମ୍ ବାହାରେ ବାଲାଟ ପେପର ପଡ଼ିବା ନେଇ ତୀବ୍ର ଉତ୍ତେଜନା: ଜଗିଥିବା କର୍ମଚାରୀଙ୍କ ପ୍ରତି ସନ୍ଦେହ ! କେନ୍ଦ୍ରାପଡ଼ା(ଏନ୍.ଏମ୍.): ଏଥର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରବଳ ହିଂସାକାଣ୍ଡ, ରକ୍ତପାତ, ଗୋଷ୍ଠୀ ସଂଘର୍ଷ, ବୁଥ୍ ରିଗିଂ ଦେଖିବାକୁ ମିଳିଥିବାବେଳେ ଏ ନେଇ ପ୍ରଶାସନ ନାକେଦମ ହେବାକୁ ପଡ଼ିଛି । ତେବେ ବହୁ କଷ୍ଟରେ ନିର୍ବାଚନର ସମସ୍ତ ୫ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବାବେଳେ ଆସନ୍ତାକାଲି ଠାରୁ ଗଣତି ଆରମ୍ଭ ହେବ । ପୂର୍ବରୁ ମତଦାନ ଦିନ ହିଁ ଭୋଟ…
