ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୨: ୧୮୦ ପ୍ରତିଭାଧର ସମ୍ବର୍ଦ୍ଧିତ
ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୨: ୧୮୦ ପ୍ରତିଭାଧର ସମ୍ବର୍ଦ୍ଧିତ ବାରଙ୍ଗ(ଏନ୍.ଏମ୍.): ସାମାଜିକ ଗଣମାଧ୍ୟମ ଚାନେଲ ସଂଯୋଗ ଟୁଡେ ପକ୍ଷରୁ ପ୍ରଥମ ସଂଯୋଗ ଉତ୍କର୍ଷ ସମ୍ମାନ ପ୍ରଦାନ ଉତ୍ସବ ଭୁବନେଶ୍ୱର ନନ୍ଦନକାନନ ସ୍ଥିତ ତିଳୋତ୍ତମା ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି , ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ପରିପ୍ରେକ୍ଷୀରେ ସମ୍ମାନିତ କରାଯାଇଥିବା ବେଳେ , ଆୟୋଜିତ ସମାରୋହ କୁ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଶୁଭ ଉଦଘାଟନ କରିଥିଲେ…
