୬୬୨ ବର୍ଗ ଅଧ୍ୟାପକଙ୍କ ଘୋଷଣା ପରେ ଦୂର ହେଲା ପରୀକ୍ଷା ପରିଚାଳନା ଦ୍ୱନ୍ଦ
୬୬୨ ବର୍ଗ ଅଧ୍ୟାପକଙ୍କ ଘୋଷଣା ପରେ ଦୂର ହେଲା ପରୀକ୍ଷା ପରିଚାଳନା ଦ୍ୱନ୍ଦ ପରୀକ୍ଷା ପରିଚାଳନା ସହ ପ୍ରତୀକାତ୍ମକ ଆନ୍ଦୋଳନ ଜାରି ରହିବ: ସଂଘ #ଭୁବନେଶ୍ୱର(ଏନ୍.ଏମ୍.): ନିଜର ନାର୍ଯ୍ୟ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ୬୬୨ ବର୍ଗ ଅଧ୍ୟାପକଙ୍କ ଘୋଷଣା ପରେ ପରୀକ୍ଷା ପରିଚାଳନାକୁ ନେଇ ଉପୁଜିଥିବା ଦ୍ୱନ୍ଦର ପରିସମାପ୍ତି ହୋଇଛି । ତେବେ ଆସନ୍ତାକାଲି ଠାରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରମାନଙ୍କରେ ପ୍ରଶ୍ନପତ୍ର ପହଞ୍ଚି…
