ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ଼
ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟିକୁ ସ୍ୱୀକାର କଲା ବୋର୍ଡ଼ ‘ବି’ ସେଟରୁ ବାହାରିଲା ‘ଏ’ ସେଟର ପ୍ରଶ୍ନ, ବୋର୍ଡ କହିଲା- କଟିବନି ଗୋଟିଏ ବି ମାର୍କ #କଟକ(ଏନ୍.ଏମ୍.): ବିବାଦ ଭିତରୁ ମୁକୁଳି ପାରୁନି ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା (ବୋର୍ଡ଼) । ପରୀକ୍ଷା ପରିଚାଳନା ନେଇ ବିଭିନ୍ନ ସମୟରେ ବୋର୍ଡ଼ ଛନ୍ଦି ହୋଇ ପଡ଼ୁଛି ବିବାଦ ଭିତରେ । ଆଜି ପୁଣି ଥରେ ବିବାଦ ଘେରରେ ଫସିଲା ବୋର୍ଡ । ମାଟ୍ରିକ ପରୀକ୍ଷାରେ ପୁଣି ଥରେ ଦେଖାଦେଲା…
