ସିଏମସି ମେୟରଙ୍କ ହସ୍ତକ୍ଷେପ: କଟକ ରିଟେଲ ଡିଲର୍ସ ଆସୋସିଏସନ ଆନ୍ଦୋଳନ ପ୍ରତ୍ୟାହୃତ
ସିଏମସି ମେୟରଙ୍କ ହସ୍ତକ୍ଷେପ: କଟକ ରିଟେଲ ଡିଲର୍ସ ଆସୋସିଏସନ ଆନ୍ଦୋଳନ ପ୍ରତ୍ୟାହୃତ #କଟକ(ଏନ୍.ଏମ୍.): କଟକ ମହାନଗର ଅଞ୍ଚଳରେ ୧୫୯ ଜଣ ଖୁଚୁରା ବିକ୍ରେତା ମାନେ କଟକ ମହାନଗରର ୭୪୫୫୭ ପଡି କାର୍ଡ ଧାରୀଙ୍କୁ ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଉଥିବା ମାଗଣା ଚାଉଳ ବଣ୍ଟନ କରିଥାନ୍ତି । ଯେଉଁଥିରେ କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୬୭୬୦୯ ପଡି କାର୍ଡଧାରୀ ଅନ୍ତର୍ଦ୍ୱୟ ଅନ୍ନ ଯୋଜନାରେ ୬୨୪୮ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୭୦୦ ଜଣ ପଡି କାର୍ଡ ଧାରୀ…
