ମାଞ୍ଜା ସୂତା ବ୍ୟାନ ପାଇଁ କଂଗ୍ରେସର ଦାବିପତ୍ର
ମାଞ୍ଜା ସୂତା ବ୍ୟାନ ପାଇଁ କଂଗ୍ରେସର ଦାବିପତ୍ର #ଜଗତପୁର (ଏନ୍.ଏମ୍.): କଟକ ନଗର(ଜିଲ୍ଲା)କଂଗ୍ରେସ ସଭାପତି ସୁରେଶ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ନଗର(ଜିଲ୍ଲା) କଂଗ୍ରେସର ମୁଖ୍ୟ-ମୁଖପାତ୍ର ମାନସ ପରିଡା ଙ୍କ ନେତୃତ୍ୱରେ କଂଗ୍ରେସ ର ଏକ ପ୍ରତିନିଧି ମଣ୍ଡଳୀ ମାଞ୍ଜା ସୂତା ବ୍ୟବହାରକୁ ବ୍ୟାନ କରିବା ପାଇଁ କଟକ ଡିସିପିଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ଜଗତପୁର ଥାନା ଆଇଆଇସି ରବୀନ୍ଦ୍ରନାଥ ମେହେରଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଗୁଡି ଉଡାରେ ଯେଉଁ ଲାଇଲନ ମାଞ୍ଜା ସୂତା ବ୍ୟବହାର…
