ସ୍କୁଲକୁ ଯିବାବେଳେ ଜଗିଥିଲା ଯମ: ଅଜଣା ଗାଡ଼ିଧକ୍କାରେ ଚାଲିଗଲା ବଡ଼ ଭାଇର ଜୀବନ
ସ୍କୁଲକୁ ଯିବାବେଳେ ଜଗିଥିଲା ଯମ: ଅଜଣା ଗାଡ଼ିଧକ୍କାରେ ଚାଲିଗଲା ବଡ଼ ଭାଇର ଜୀବନ #କଟକ(ଏନ୍.ଏମ୍.): ବିଭାଗୀୟ ଅଧିକାରୀଙ୍କ ବେପରୁଆ କାର୍ଯ୍ୟ ଯୋଗୁଁ ସହରରେ ବଢ଼ୁଛି ଦୁର୍ଘଟଣା । ଗୋଟିଏ ପଟେ କଟକ ସହରରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବାବେଳେ ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଧ୍ୟାନ ଦେଉ ନାହାନ୍ତି; ଫଳରେ ସହରରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ବହୁ ଧନଜୀବନ କ୍ଷୟକ୍ଷତି ହେଉଥିବାର ନଜୀର ରହିଛି । ତେବେ ଆଜି ସ୍କୁଲକୁ ଆସୁଥିବାବେଳେ…
