୩ ବାଘ ଓ ୩ହରିଣ ଛାଲ ଜବତ, ଜଣେ ଗିରଫ
୩ ବାଘ ଓ ୩ହରିଣ ଛାଲ ଜବତ, ଜଣେ ଗିରଫ ଭବାନୀପାଟଣା(ଏନ୍.ଏମ୍.): ୩ଟି ବାଘ ଛାଲ ସହିତ ୩ଟି ହରିଣ ଛାଲ ଜବତ କରିଛି ଏସ୍ଟିଏଫ୍ । କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଥାନା ଶ୍ରୀପଲ୍ଲୀ ଛକ ନିକଟରୁ ଏସ୍ଟିଏଫ୍ ଜଣେ ବାଘଛାଲ ବେପାରୀଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଠାରୁ ୩ଟି କଲରାପତରିଆ ବାଘର ଛାଲ ଓ ୩ଟି ହରିଣ ଛାଲ ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ନାଁ ଖଗେଶ୍ୱର ପୁଟେଲ (୫୬) ।…
