କଟକ ଜିଲ୍ଲା ଗୋଡ଼ି ଝରିଆ ଗ୍ରାମରୁ ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ
କଟକ ଜିଲ୍ଲା ଗୋଡ଼ି ଝରିଆ ଗ୍ରାମରୁ ୧କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ମହିଳା ଗିରଫ #ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡି ଝରିଆ ଗ୍ରାମ ନିକଟବର୍ତ୍ତୀ ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର ହେଉଥିବାର ଖବର ପାଇ ଅବକାରୀ ବିଭାଗ ଆଠଗଡ଼ ଓ କଟକ ଅବକାରୀ ସ୍କୋୟାର୍ଡର ମିଳିତ ଚଢ଼ାଉ କରାଯାଇଛି । ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଜଣେ ମହିଳା ଗଞ୍ଜେଇ ବ୍ୟବସାୟୀ ଗିରଫ ହୋଇଛି…
