ରାଇରଙ୍ଗପୁରରେ ସହିଦ ନୁଦୂରାମ ସୋରେନ୍ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ଶିବିର

ରାଇରଙ୍ଗପୁରରେ ସହିଦ ନୁଦୂରାମ ସୋରେନ୍ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ଶିବିର #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସହିଦ ନୁଦୂରାମ ସୋରେନ ମେମୋରିଆଲ ଟ୍ରଷ୍ଟ’ ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଇରଙ୍ଗପୁର ପୌରାଞ୍ଚଳର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି ସାମାଜିକ ସେବା କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନରଂଜନ ହେମ୍ବ୍ରମ, ରାଇରଙ୍ଗପୁର ପୌର ପରିଷଦ ଉପାଧ୍ୟକ୍ଷା ମମିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ସହିଦ…

Read More

ଭଦ୍ରକ ଜବାହର ନବୋଦୟ ବିଦ୍ୟାଳୟରେ ସ୍ୱଚ୍ଛଭାରତ ଅଭିଯାନର ନବମ ବର୍ଷର ପୂର୍ତ୍ତି ପାଳନ

ଭଦ୍ରକ ଜବାହର ନବୋଦୟ ବିଦ୍ୟାଳୟରେ ସ୍ୱଚ୍ଛଭାରତ ଅଭିଯାନର ନବମ ବର୍ଷର ପୂର୍ତ୍ତି ପାଳନ #ଭଦ୍ରକ(ଏନ୍‌.ଏମ୍‌.): ଦେଶରେ ସୁସ୍ଥ ବାତାବରଣ ପାଇଁ ସ୍ୱଚ୍ଛତାର ଆବଶ୍ୟକ । ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସ୍ୱଚ୍ଛତାକୁ ଆଉ ପାଦେ ଆଗକୁ ନେଇ ୨୦୧୪ ମସିହା ଅକ୍ଟୋବର ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ‘ସ୍ୱଚ୍ଛ ଭାରତ ଅଭିଯାନ’ର ଉଦ୍‌ଘାଟନ ହୋଇଥିଲା । ତେଣୁ ଚଳିତ ବର୍ଷ ସ୍ୱଚ୍ଛଭାରତ ଅଭିଯାନର ନବମ ବର୍ଷର ପୂର୍ତ୍ତି ଅବସରରେ ୭୫ତମ ଆଜାଦୀକା ଅମୃତ ମହୋତ୍ସବକୁ ଆଧାର…

Read More

ପ୍ରବାସୀ ଭାରତୀୟ ସଂଘ ପକ୍ଷରୁ କୁଏତରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ

ପ୍ରବାସୀ ଭାରତୀୟ ସଂଘ ପକ୍ଷରୁ କୁଏତରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ #କୁଏତ (ଏଜେନ୍ସି): ପ୍ରବାସୀ ଭାରତୀୟଙ୍କ ପକ୍ଷରୁ କୁଏତରେ ଜାତୀୟ ଜନକ ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ୧୫୪ ତମ ଜନ୍ମ ବାର୍ଷିକୀଅବସରରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ମଧ୍ୟ ସ୍ମରଣ କରି ଶାସ୍ତ୍ରୀଙ୍କ ସରଳତା…

Read More

ଏନ.ଏଲ.ୟୁ. ଓଡିଶାର ଏନ.ଏସ.ଏସ ବ୍ୟୁରୋ ଦ୍ୱାରା ସ୍ୱଚ୍ଛତା ହିଁ ସେବା ‘କ୍ୟାମ୍ପେନ କାର୍ଯ୍ୟକ୍ରମ’

ଏନ.ଏଲ.ୟୁ. ଓଡିଶାର ଏନ.ଏସ.ଏସ ବ୍ୟୁରୋ ଦ୍ୱାରା ସ୍ୱଚ୍ଛତା ହିଁ ସେବା ‘କ୍ୟାମ୍ପେନ କାର୍ଯ୍ୟକ୍ରମ’ #ବାରଙ୍ଗ(ଏନ୍‌.ଏମ୍‌.): ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡିଶାର ଏନ.ଏସ.ଏସ ବ୍ୟୁର ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ’ ସ୍ଥାନୀୟ ବାଲ୍ମୀକି ନଗର ଏବଂ ବାବା ତିଲକା ନଗର ସାହିରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭାରତ ସରକାରଙ୍କର ୧ତାରିଖରେ ୧ଘଣ୍ଟା ଓ ଏକ ସାଥ କାର୍ଯ୍ୟକ୍ରମ ଅଧିନରେ ଉପରୋକ୍ତ ୨ଗୋଟି ସାହିରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ…

Read More

କିଶୋରନଗରରେ ମେରା ଦେଶ, ମେରା ମିଟି କାର୍ଯ୍ୟକ୍ରମ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହ ଯୋଗଦେଲେ ଅଭିନେତା ଶ୍ରୀତମ ଦାସ

କିଶୋରନଗରରେ ମେରା ଦେଶ, ମେରା ମିଟି କାର୍ଯ୍ୟକ୍ରମ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହ ଯୋଗଦେଲେ ଅଭିନେତା ଶ୍ରୀତମ ଦାସ #କିଶୋରନଗର(ଏନ୍‌.ଏମ୍‌.): ସାରା ଭାରତ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆଜି କଟକ ଜିଲ୍ଲା, କଟକ ସଦର, କିଶୋର ନଗର, ରାମଚନ୍ଦ୍ର ପୁର ଠାରେ ମେରା ଦେଶ ମେରା ମିଟି କାର୍ଯ୍ୟକ୍ରମ କିଶୋର ନଗର ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି । କର୍ମକର୍ତ୍ତାମାନେ ପ୍ରତି ଘର ଘର ବୁଲି ଚଉରା ମୂଳରୁ ମାଟି ନେଇ ଅମୃତ କଳସୀରେ…

Read More

କାଳ ହେଲା ମଉଜ: ଡମଣୀ ଡ୍ୟାମରେ ବୁଡ଼ି ଯାଇ ଯୁବକ ନିଖୋଜ

କାଳ ହେଲା ମଉଜ: ଡମଣୀ ଡ୍ୟାମରେ ବୁଡ଼ି ଯାଇ ଯୁବକ ନିଖୋଜ #ଚୌଦ୍ୱାର(ଏନ୍‌.ଏମ୍‌.): ବ୍ୟସ୍ତବହୁଳ ଜୀବନରୁ ଟିକିଏ ଫୁରୁସତ ମିଳିଲେ ମଉଜ କରିବା ପାଇଁ ସମସ୍ତଙ୍କ ଇଚ୍ଛା । ହେଲେ କିଏ ବା ଜାଣିଛି ମଉଜ କରିବାକୁ ଆସି ସର୍ବନାଶର ସମ୍ମୁଖିନ ହେବେ । ସୂଚନା ଯୋଗ୍ୟ ଯେ, କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ସବୁଜ ବନାନୀ ମଧ୍ୟରେ ରହିଛି ପର୍ଯ୍ୟଟନସ୍ଥଳୀ ଡମଡମଣୀ ପୀଠ । ପାହାଡ଼ ଝରଣା ପରିବେଷ୍ଟିତ ଘଞ୍ଚ ଜଙ୍ଗଲ…

Read More

ଚୌଦ୍ୱାର ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ଚୌଦ୍ୱାର ମହାବିଦ୍ୟାଳୟରେ ରକ୍ତଦାନ ଶିବିର #ଚୌଦ୍ୱାର(ଏନ୍‌.ଏମ): ଚୌଦ୍ୱାର ମହାବିଦ୍ୟାଳୟ ଯୁକ୍ତ ୩ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ସମର ଶିକ୍ଷାର୍ଥୀ ବାହିନୀ ଓ ଯୁବ ରେଡକ୍ରସ୍ ରୋଭର ରେଞ୍ଜର ଅନୁଷ୍ଠାନର ସହଭାଗିତାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ (ଏସଏସିପି) ରକ୍ତ ଭଣ୍ଡାରର କର୍ମଚାରୀମାନଙ୍କ ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ମହାବିଦ୍ୟାଳୟ ଅଧକ୍ଷ ଡ.ଉମେଶ ଚନ୍ଦ୍ର ଦେବତା ଏହି ଶିବିରକୁ ଉଦ୍ଘାଟନ କରିଥିବାବେଳେ ଜାତୀୟ ସେବା…

Read More

ଚୌଦ୍ୱାର ମହାବିଦ୍ୟାଳୟରେ ସ୍ୱଚ୍ଛତା ପାଇଁ ଶ୍ରମ ଦାନ

ଚୌଦ୍ୱାର ମହାବିଦ୍ୟାଳୟରେ ସ୍ୱଚ୍ଛତା ପାଇଁ ଶ୍ରମ ଦାନ #ଚୌଦ୍ୱାର(ଏନ୍‌.ଏମ୍‌.): କେନ୍ଦ୍ର ସରକାରଙ୍କ ଆହ୍ୱାନ କ୍ରମେ ପବିତ୍ର ଗାନ୍ଧୀଜୟନ୍ତୀ ପୂର୍ବରୁ ଶ୍ରମ ଦାନ ପୂର୍ବକ ୧ଘଣ୍ଟା ସ୍ୱଚ୍ଛତା କାର୍ଯ୍ୟକ୍ରମ ଦେଶ ବାପି ଅନୁଷ୍ଠିତ ହୋଇଯାଇଛି । ଗାନ୍ଧିଜୀଙ୍କ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆଉ ପାଦେ ଆଗେଇ ନେବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଚୌଦ୍ୱାର ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନେଇ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ପରିସରରେ ଯୁକ୍ତ ୩ ଏନ୍‌ଏସଏସ…

Read More