ମା’ ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡ଼ା ଚଳଚଞ୍ଚଳ
ମା’ ଗଜଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡ଼ା ଚଳଚଞ୍ଚଳ #କେନ୍ଦ୍ରାପଡ଼ା(ଏନ୍.ଏମ୍.): କେନ୍ଦ୍ରାପଡ଼ାର ଗଣପର୍ବ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆଜିଠୁ ଆରମ୍ଭ ହୋଇଛି । ଏଥିପାଇଁ କେନ୍ଦ୍ରାପଡ଼ା ସହର ଚଳଚଞ୍ଚଳ ହୋଇ ଉଠିଛି । କୁମାର ପୂର୍ଣ୍ଣିମାରୁ ଏହି ପୂଜା ଆରମ୍ଭ ହୋଇଛି । ଆଗାମୀ ୭ଦିନ ଧରି ସହରର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କର ପୂଜାର୍ଚ୍ଚନା ଚାଲିବ । ଚଳିତ ବର୍ଷ ସହରରେ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ବିଶେଷ…
