ସାବତ ମା’ ମାଡ଼ରେ ଦୁଇ ଶିଶୁ ଗୁରୁତର, ଉଦ୍ଧାର ପରେ ମେଡ଼ିକାଲରେ ଭର୍ତ୍ତି
ସାବତ ମା’ ମାଡ଼ରେ ଦୁଇ ଶିଶୁ ଗୁରୁତର, ଉଦ୍ଧାର ପରେ ମେଡ଼ିକାଲରେ ଭର୍ତ୍ତି ଆଠଗଡ଼ (ଏନ୍.ଏମ୍.): କଥାରେ ଅଛି ମା’ ନାହିଁ ଯାହାର ସାହା ନାହିଁ ତାହାର । ପିଲାମାନଙ୍କ ଉପରେ ମା’ ସ୍ନେହମମତା ଅଦ୍ୱିତୀୟ । ତେବେ ବେଳେବେଳେ ମା’ ଠାରୁ ଅଧିକ ସ୍ନେହ ମମତା ମଧ୍ୟ ସାବତ ମା’ ଠାରୁ ମିଳିଥାଏ । ତେବେ ଏସବୁ ବିରଳ । ତେବେ ସାବତ ମା’ର ପିଲାମାନଙ୍କ ଉପରେ କିଭଳି ପ୍ରଭାବ ପଡ଼େ ତାହାର ଏକ ସଦ୍ୟ…
