ପୁଣି ଟ୍ରେନ ଟ୍ରାଜେଡି : ୩ ଟ୍ରେନ୍‌ ମଧ୍ୟରେ ଧକ୍କା; ୬ ମୃତ, ଅନେକ ଆହତ

ପୁଣି ଟ୍ରେନ ଟ୍ରାଜେଡି : ୩ ଟ୍ରେନ୍‌ ମଧ୍ୟରେ ଧକ୍କା; ୬ ମୃତ, ଅନେକ ଆହତ ରାୟଗଡ଼ା (ଏନ୍‌.ଏମ୍‌.) : ଗୋଟିଏ ଟ୍ରାକ୍‌ରେ ଆସୁଥିବା ବେଳେ ଦୁଇ ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍‌ର ବଗି ଅନ୍ୟ ଟ୍ରାକ୍‌ରେ ପଡ଼ିଥିଲା। ସେହି ସମୟରେ ଆସୁଥିବା ମାଲ୍‌ବାହୀ ଟ୍ରେନ୍‌ ଚଢ଼ି ଯାଇଥିଲା। ଆଜି ସନ୍ଧ୍ୟା ବେଳେ ଏପରି ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ଆନ୍ଧ୍ରପ୍ରଦେଶ କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଘଟିଥିଲା। ଏଥିରେ…

Read More

ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ

ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟର ପଞ୍ଚମ ବାର୍ଷିକ ଉତ୍ସବ #କଟକ(ଏନ୍‌.ଏମ୍‌.): କଟକ ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜୟ ଜଗନ୍ନାଥ ସେବା ସମିତି ପ୍ରତିଷ୍ଠାନର ପଞ୍ଚମ ବର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ମୁଖ୍ୟ ମନୋଜ କୁମାର ପଣ୍ଡାଙ୍କ ପୌରହିତ୍ୟରେ ସ୍ଥାନୀୟ ବାଲିଯାତ୍ରାପଡିଆରେ ବେଶ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ସେବା ଡଟ୍ କମ୍‌ର ଆପ୍ ଏବଂ ଜାଗୃତି ପୁସ୍ତକ ଉନ୍ମୋଚିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ସିଏମସି ମେୟର ସୁବାଷ…

Read More

ପବିତ୍ର କୋରାନର ଅନୁବାଦକ ଅବଦୁଲ କାଦର ଖାନ ଆଉ ନାହାଁନ୍ତି

ପବିତ୍ର କୋରାନର ଅନୁବାଦକ ଅବଦୁଲ କାଦର ଖାନ ଆଉ ନାହାଁନ୍ତି #ଭୁବନେଶ୍ୱର(ଏନ୍‌.ଏମ୍‌.): ପବିତ୍ର କୋରାନର ଅନ୍ୟତମ ଅନୁବାଦକ ଅବଦୁଲ କାଦର ଖାନଙ୍କ ଦେହାନ୍ତ ହୋଇଛି । ୨୫ ଅକ୍ଟୋବରରେ ଭୁବନେଶ୍ୱର ଏଆଇଆଇଏମଏସ ହସ୍ପିଟାଲରେ ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ଅବଦୁଲ ଖାନ ରାଜ୍ୟ ସରକାରଙ୍କ ଆଇନ ବିଭାଗରେ ଅଣ୍ଡର ସେକ୍ରେଟେରୀ ଭାବରେ ଅବସର ନେବା ପରେ ଅନେକ ସାମାଜିକ ସେବା କାର୍ଯ୍ୟରେ ଜଡିତ ଥିଲେ । ଚନ୍ଦ୍ରଶେଖରପୁରରେ ଶ୍ରୀ ବିହାର ଆସୋସିଏସନର ପ୍ରତିଷ୍ଠାତା…

Read More

ବିଦେଶରେ ଭବିଷ୍ୟତକୁ ଉଜ୍ଜ୍ୱଳ କରିବ ପ୍ରଭାସୀ ଭାରତୀୟ ବୀମା ଯୋଜନା – ବିଶ୍ୱ ରଞ୍ଜନ

ବିଦେଶରେ ଭବିଷ୍ୟତକୁ ଉଜ୍ଜ୍ୱଳ କରିବ ପ୍ରଭାସୀ ଭାରତୀୟ ବୀମା ଯୋଜନା – ବିଶ୍ୱ ରଞ୍ଜନ କୁଏତ (ଏଜେନ୍ସି): ସମୟ ଏବଂ ସ୍ୱାସ୍ଥ୍ୟ ହେଉଛି ଦୁଇଟି ମୂଲ୍ୟବାନ ସମ୍ପତ୍ତି ଯାହାକୁ ଆମେ ଚିହ୍ନିପାରୁ ନାହୁଁ ଏବଂ ଏହାର ସଦୂପଯୋଗ ଅବଲମ୍ବନ ସହିତ, ଆମ ସମାଜରେ ସଚେତନତା ଓ ଯତ୍ନମାନ ଆତ୍ୟନ୍ତ ଆବଶ୍ୟକ । ପ୍ରଭାସୀ ଭାରତୀୟ ବୀମା ଯୋଜନା (ପିବିବିୱାଇ) ହେଉଛି ଏକ ବାଧ୍ୟତାମୂଳକ ବୀମା ଯୋଜନା, ଯାହା ବିଦେଶରେ ଚାକିରୀ କରିବାକୁ ଯାଉଥିବା ଇମିଗ୍ରେସନ୍ ଅନୁମତିପତ୍ର ଆବଶ୍ୟକୀୟ…

Read More

ନଭେମ୍ବର ୨ରୁ ୧୦ ଅନୁଷ୍ଠିତ ହେବ ସାତସାହି କଟକ ନୃତ୍ୟୋତ୍ସବ

ନଭେମ୍ବର ୨ରୁ ୧୦ ଅନୁଷ୍ଠିତ ହେବ ସାତସାହି କଟକ ନୃତ୍ୟୋତ୍ସବ #କଟକ (ଏନ୍‌.ଏମ୍‌.): କଟକ ନୃତ୍ୟୋତ୍ସବ କମିଟି ଆନୁକୁଲ୍ୟରେ ଆୟୋଜିତ ଏହି ନୃତ୍ୟୋତ୍ସବ ଜରିଆରେ ସହରର ପୁରାତନ ଐତିହ୍ୟ ସଂସ୍କୃତି ସମେତ ରାଜ୍ୟର ବିବିଧ ଲୁପ୍ତପ୍ରାୟ କଳା ଓ ସଂସ୍କୃତି ପୁନରୁଦ୍ଧାର ଏବଂ ବିକାଶ କରିବା ସହିତ ଦେଶ ବିଦେଶର କୋଣ ଅନୁକୋଣର କଳାକାରମାନଙ୍କୁ ସେମାନଙ୍କ ପ୍ରତିଭା ସୁଯୋଗ ଦିଆଯାଇଥାଏ । ଚଳିତ ବର୍ଷ ନୃତ୍ୟୋତ୍ସବୁ ନଭେମ୍ବର ୨ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପାଳନ…

Read More

ଜାନୁଆରୀ ପହିଲାରେ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ: ପ୍ରାକ୍ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କଲେ ପାଣ୍ଡିଆନ୍

ଜାନୁଆରୀ ପହିଲାରେ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ: ପ୍ରାକ୍ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କଲେ ପାଣ୍ଡିଆନ୍ କଟକ ନେଟାଜୀ ବସ୍ ଟର୍ମିନାଲକୁ ଅଚାନକ ପରିଦର୍ଶନ #ଭୁବନେଶ୍ୱର/କଟକ (ଏନ୍‌.ଏମ୍‌.): ନୂଆବର୍ଷରେ ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ପୂର୍ବରୁ ଏହାର ପ୍ରାକ୍ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ । ସେ କଟକ ତ୍ରିଶୂଳିଆ ଛକରେ ମେଟ୍ରୋ ରେଳ ପ୍ରକଳ୍ପର…

Read More

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ହ୍ରାସ ଦିବସ

ନବରଙ୍ଗପୁରରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ହ୍ରାସ ଦିବସ #ନବରଙ୍ଗପୁର (ଏନ୍‌.ଏମ୍‌.): ନବରଙ୍ଗପୁର ଜିଲ୍ଲାର ସଦର ମହକୁମା ଠାରେ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନ ପଦଯାତ୍ରା ସ୍ଥାନୀୟ ଭଣ୍ଡାର ଘରଣୀ ମନ୍ଦିର ନିକଟରୁ ମିଶନ ଶକ୍ତି ସଭା ଗୃହ ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ଏହାକୁ ଆନୁଷ୍ଠାନିକ ଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା…

Read More