ପୂର୍ବତନ ବିଧାୟକଙ୍କ ହସ୍ତକ୍ଷେପ ପରେ ଗଢ଼ି ଉଠିବ ପଞ୍ଚ ତାରକା ହୋଟେଲ
ପୂର୍ବତନ ବିଧାୟକଙ୍କ ହସ୍ତକ୍ଷେପ ପରେ ଗଢ଼ି ଉଠିବ ପଞ୍ଚ ତାରକା ହୋଟେଲ #ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର କୟଳପଡ଼ା ପଞ୍ଚାୟତ ନୂଆପାଟଣା ଠାରେ ପ୍ରସ୍ତାବିତ ପଞ୍ଚ ତାରକା ହୋଟେଲ ନିର୍ମାଣ ପାଇଁ ବାଟ ଫିଟିଛି । ଦୀର୍ଘ ଦିନ ଧରି ପ୍ରକଳ୍ପ ନିର୍ମାଣ ହେବାକୁ ଥିବା ଜମିକୁ ନେଇ ବିବାଦର ଆପାତତଃ ସମାଧାନ ହୋଇଥିବା ଜଣାପଡ଼ିଛି । ପ୍ରକଳ୍ପ ନିମନ୍ତେ ସ୍ଥାନୀୟ ଜନସାଧାରଣ ଓ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର…
