କାଠଯୋଡ଼ି ପୋଲ ଉପରେ ଅଚାନକ ଜଳି ଉଠିଲା ୨ଟି କାର
କାଠଯୋଡ଼ି ପୋଲ ଉପରେ ଅଚାନକ ଜଳି ଉଠିଲା ୨ଟି କାର #କଟକ(ଏନ୍.ଏମ୍.): ୧୬ନମ୍ବର ଜାତୀୟ ରାଜପଥ କାଠଯୋଡ଼ି ପୋଲ ଉପରେ ୧୦ ମିନିଟ ଅନ୍ତରରେ ୨ଟି କାର ଅଚାନକ ଜଳିଯିବା ଦେଖିବାକୁ ମିଳିଛି । ସୌଭାଗ୍ୟବସତଃ କୌଣସି କାରରେ ଜୀବନ ହାନୀ ହୋଇନଥିଲେ ମଧ୍ୟ କାର ଦ୍ୱୟ ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ତେବେ ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡ଼ିନଥିଲେ ମଧ୍ୟ ଏହା ସର୍ଟ ସର୍କିଟ ଯୋଗୁଁ ଘଟିଥିବା ଅନୁମାନ କରାଯାଉଛି । ଖବର ପାଇ…
