ଗାଁସାଥୀ (ମେଟ୍)ଙ୍କ ପ୍ରତିଶ୍ରୁତି ପୂରଣରେ ଟାଳଟୁଳ ନୀତି: ଧାରଣାସ୍ଥଳରେ ଅଭିନବ ଶୈଳୀରେ ପ୍ରତିବାଦ
ଗାଁସାଥୀ (ମେଟ୍)ଙ୍କ ପ୍ରତିଶ୍ରୁତି ପୂରଣରେ ଟାଳଟୁଳ ନୀତି: ଧାରଣାସ୍ଥଳରେ ଅଭିନବ ଶୈଳୀରେ ପ୍ରତିବାଦ #ଭୁବନେଶ୍ୱର(ଏନ୍.ଏମ୍.): ଗାଁସାଥୀ (ମେଟ୍)ଙ୍କ ଦାବି ପୂରଣ ପ୍ରସଙ୍ଗରେ କଥା ଦେଇ କଥା ରଖୁ ନାହାଁନ୍ତି ସରକାର । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଗାଁସାଥୀଙ୍କୁ ବିଧିବଦ୍ଧ ସରକାରୀ ମିଳିତ ବୈଠକରେ ମାସିକ ୮ ହଜାର ଟଙ୍କାର ପ୍ରତିଶ୍ରୁତି ଦେଇ ଶେଷଯାଏ କଥା ରଖିପାରି ନଥିଲେ । ଠିକ୍ ସେହିପରି ଏବେକାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଚଳିତ ସେପ୍ଟେମ୍ବରରେ ଗାଁସାଥୀଙ୍କ ଆନ୍ଦୋଳନକୁ…
