ଶାରଳା ସଂଗୀତ କଳା କେନ୍ଦ୍ର ଫାଉଣ୍ଡେସନ ପକ୍ଷରୁ ସାରସ୍ୱତ ସମାରୋହ

ଶାରଳା ସଂଗୀତ କଳା କେନ୍ଦ୍ର ଫାଉଣ୍ଡେସନ ପକ୍ଷରୁ ସାରସ୍ୱତ ସମାରୋହ #କଟକ(ଏନ୍‌.ଏମ୍‌.): ଓଡ଼ିଶା ସଂଗୀତ ଅନୁଷ୍ଠାନ ଶାରଳା ସଂଗୀତ କଳା କେନ୍ଦ୍ର ଫାଉଣ୍ଡେସନ ପକ୍ଷରୁ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶାରଳା ଭବନରେ ହେମନ୍ତ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ଅରୂପ ଲାଲ ଘୋଷ ଯୋଗଦେଇ ସଂଗୀତର ଯୁଗେ ଯୁଗେ ଆଦର ରହିଛି ବୋଲି କହିଥିଲେ । ସଂଗୀତ କେବଳ କାନକୁ ଭଲ ଲାଗେ…

Read More

ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାସିକ ଋତୁସ୍ରାବ ସ୍ୱଚ୍ଛତା ନିମନ୍ତେ ସଚେତନତା

ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାସିକ ଋତୁସ୍ରାବ ସ୍ୱଚ୍ଛତା ନିମନ୍ତେ ସଚେତନତା #ଆଠଗଡ଼ (ଏନ୍‌.ଏମ୍‌.): ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ଆନୁକୁଲ୍ୟରେ ମାସିକ ଋତୁସ୍ରାବ ସ୍ୱଚ୍ଛତା ନିମନ୍ତେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସ ଉପଦେଷ୍ଟା ପୁଷ୍ପମଞ୍ଜରୀ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ନିବେଦିତା ରାୟ ଯୋଗଦେଇ ମାସିକ ଋତୁସ୍ରାବ ସ୍ୱଚ୍ଛତା ସମ୍ପର୍କରେ ଛାତ୍ରମାନଙ୍କୁ ବହୁ…

Read More

ସେଲିବ୍ରିଟି ବିବାହ ବିଚ୍ଛେଦ ମାମଲା: ହାଇକୋର୍ଟ ଗଲେ ଅନୁଭବ

ସେଲିବ୍ରିଟି ବିବାହ ବିଚ୍ଛେଦ ମାମଲା: ହାଇକୋର୍ଟ ଗଲେ ଅନୁଭବ #କଟକ (ଏନ୍‌.ଏମ୍‌.): ଓଡ଼ିଶାରେ ସେଲିବ୍ରିଟି ବିବାହ ବିଚ୍ଛେଦ ଘଟଣା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି । ଫଳରେ ଏହାର ଅନ୍ତ କେବେ କେମିତି ହେଉଛି ତାହା ଦେଖିବାକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି । ସମ୍ପ୍ରତି ବେଶ ଚର୍ଚ୍ଚାରେ ରହିଛି ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା । ଏନେଇ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ।…

Read More

ଫକିରମୋହନ ବିଶ୍ୱବିଦ୍ୟାଳୟ ଏବଂ ନନ୍ଦି ଫାଉଣ୍ଡେସନ ମଧ୍ୟରେ ଏମଓୟୁ ସ୍ୱାକ୍ଷର

ଫକିରମୋହନ ବିଶ୍ୱବିଦ୍ୟାଳୟ ଏବଂ ନନ୍ଦି ଫାଉଣ୍ଡେସନ ମଧ୍ୟରେ ଏମଓୟୁ ସ୍ୱାକ୍ଷର ବାଲେଶ୍ୱର(ଏନ୍‌.ଏମ୍‌.): ନ୍ୟାକ ତରଫରୁ “ଏ’ ଗ୍ରେଡର ମାନ୍ୟତା ପାଇବା ପରେ ନୂଆପାଢୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ପିଜି କେନ୍ଦ୍ରୀୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ବିଶ୍ୱବିଦ୍ୟାଳୟ ସହ ନନ୍ଦି ଫାଉଣ୍ଡେସନ ଏକ ବୁଝାମଣାପତ୍ର ସ୍ୱାକ୍ଷର ସମାରୋହ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ସଞ୍ଚାଳକ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ନିହାର ରଞ୍ଜନ ରାଉତ ଏହି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଏବଂ ଅତିଥିମାନଙ୍କ ପରିଚୟ ପ୍ରଦାନ…

Read More

ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ #ଗଣିଆ(ଏନ୍‌.ଏମ୍‌.): ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟ ଗଣିଆରେ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମହାବିଦ୍ୟାଳୟରେ ପାଦ ଥାପିଥିବା ଛାତ୍ରଛାତ୍ରୀମାନେ ନିଜ ପାଇଁ ତଥା ଦେଶ ପାଇଁ ଜଣେ ଜଣେ ଉଜ୍ଜ୍ୱଳ ତାରକା ହେବା…

Read More

ଚୌଦ୍ୱାର ରାସ୍ତା ଓ ପରିମଳ ବିପର୍ଯ୍ୟସ୍ତ ପ୍ରତିବାଦରେ ନଗର କଂଗ୍ରେସ ପକ୍ଷରୁ ଦାବିପତ୍ର

ଚୌଦ୍ୱାର ରାସ୍ତା ଓ ପରିମଳ ବିପର୍ଯ୍ୟସ୍ତ ପ୍ରତିବାଦରେ ନଗର କଂଗ୍ରେସ ପକ୍ଷରୁ ଦାବିପତ୍ର #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳରେ ଐତିହାସିକ ଲକ୍ଷ୍ମୀପୂଜା ଓ ରୂପଯାତ୍ରା ପାଖେଇ ଆସୁଥିବାବେଳେ ସହରର ବିପର୍ଯ୍ୟସ୍ତ ରାସ୍ତା ଓ ପରିମଳ ସ୍ଥିତିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୌରପାଳିକା କର୍ତ୍ତୃପକ୍ଷ କୌଣସି ପ୍ରଦକ୍ଷେପ ଗ୍ରହଣ କରୁନାହାନ୍ତି । ତେଣୁ ଏହାର ପ୍ରତିବାଦରେ ଆଜି ନଗର କଂଗ୍ରେସ ପକ୍ଷରୁ ଚୌଦ୍ୱାର ପୌରନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବି…

Read More