ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ପୋଷାକରେ ଶାଳୀନତାରେ କଟକଣା: ନୂଆବର୍ଷରୁ ଲାଗୁ ହେବ ନିୟମ
ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପାଇଁ ପୋଷାକରେ ଶାଳୀନତାରେ କଟକଣା: ନୂଆବର୍ଷରୁ ଲାଗୁ ହେବ ନିୟମ ଅକ୍ଟୋବର ୧୦ରୁ ଭକ୍ତମାନଙ୍କୁ ସଚେତନତା କରିବ ଶ୍ରୀମନ୍ଦିର ପ୍ରଶାସନ #ପୁରୀ(ଏନ୍.ଏମ୍.): ବିଶ୍ୱପ୍ରସିଦ୍ଧ ଜଗତ ନାଥ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଏବେ ଶ୍ରଦ୍ଧାଳୁମାନଙ୍କ ପାଇଁ ପୋଷାକରେ କଟକଣା ଜାରି କରାଯାଇଛି । ଆସନ୍ତା ନୂଆବର୍ଷ (ଜାନୁଆରୀ ୧ତାରିଖ) ଠାରୁ ଏହି କଟକଣା ଲାଗୁ କରାଯିବ । ଶ୍ରଦ୍ଧାଳୁଙ୍କ ପୋଷାକରେ ଶାଳୀନତା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ କହିଛନ୍ତି, ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ…
