ଆଠଗଡ଼ରେ ସାଇବର ସଚେତନତା ଶିବିର
ଆଠଗଡ଼ରେ ସାଇବର ସଚେତନତା ଶିବିର #ଆଠଗଡ଼(ଏନ୍.ଏମ୍.): ଓଡିଶା ପୁଲିସ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସାଇବର କ୍ରାଇମ ଉପରେ ସଚେତନତା କରିବାକୁ ଆରମ୍ଭ ହୋଇଥିବା ସାଇବର ରଥ ଆଠଗଡ ଥାନା ଅଞ୍ଚଳରେ ପହଞ୍ଚିଛି । ଏହି ଉପଲକ୍ଷେ କଟକ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଏକ ମିନି ମାରାଥନ ରେସ ଅନୁଷ୍ଠିତ ହୋଇଥିଲା । ଏହି ମାରାଥନ ରେସରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଆଠଗଡ଼ ରଥଗଡା…
