ଓଡିଶା ଶୀଘ୍ର ପୂର୍ବ ଭାରତରେ କର୍କଟ ଚିକିତ୍ସାର ଏକ ହବ୍ ହୋଇଯିବ- ମୁଖ୍ୟମନ୍ତ୍ରୀ

ଓଡିଶା ଶୀଘ୍ର ପୂର୍ବ ଭାରତରେ କର୍କଟ ଚିକିତ୍ସାର ଏକ ହବ୍ ହୋଇଯିବ- ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): କଟକ ଠାରେ ଥିବା ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସରରେ ରେଡିଓ ଥେରାପି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁଇଟି ଅତ୍ୟାଧୁନିକ ଯନ୍ତ୍ର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ପୂର୍ବରୁ, ଦୁଇଟି ରେଡିଓ ଥେରାପି ଯନ୍ତ୍ର ଥିବାବେଳେ ଏହି ଏହାର ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଫଳରେ ଏହା ରୋଗୀଙ୍କ ଅପେକ୍ଷା ସମୟକୁ ଯଥେଷ୍ଟ…

Read More

ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା #କଟକ(ଏନ୍‌.ଏମ୍‌.): ଜିଲ୍ଲା ଯୋଜନା ଓ ପର୍ଯ୍ୟାଲୋଚନା କାର୍ଯ୍ୟାଳୟର ପରିସଂଖ୍ୟାନ ଅଧିକାରୀ ବସନ୍ତ କୁମାର ଜେନା ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ଏହି ପରି ପ୍ରେକ୍ଷୀରେ ତାଙ୍କୁ କାର୍ଯ୍ୟାଳୟ ପକ୍ଷରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଉପନିର୍ଦ୍ଦେଶକ ବିଶ୍ୱରଞ୍ଜନ ଦାସ, ସହକାରୀ ନିର୍ଦ୍ଦେଶିକା ଅନୁସୂୟା ଦାଶ ପ୍ରମୁଖ ଶ୍ରୀ ଜେନାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।…

Read More

ଆଠଗଡ଼ରେ ଦୁର୍ଗାପୂଜା ଓ ଭଷାଣୀ ଉତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଆଠଗଡ଼ରେ ଦୁର୍ଗାପୂଜା ଓ ଭଷାଣୀ ଉତ୍ସବ ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ #ଆଠଗଡ଼(ଏନ୍‌.ଏମ୍‌.): ଶାରଦୀୟ ଦୁର୍ଗାପୂଜା ଓ ଭଷାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବାକୁ ଏକ ପ୍ରଶାସନିକ ପ୍ରସ୍ତୁତି ବୈଠକ ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ଅଧ୍ୟକ୍ଷତାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପୂଜା ପୂର୍ବରୁ ସହରର ସମସ୍ତ ୱାର୍ଡରୁ ଅଳିଆ ଆବର୍ଜନା ସଫେଇ କରିବା ସହ ବ୍ଳଚିଂ ପକେଇବା, ରାସ୍ତା ଉପରେ ଗଦା ହୋଇଥିବା ବାଲି, ଗୋଡି…

Read More

ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ: ସହଯୋଗ ଓ ସମନ୍ୱୟ ବାତ୍ୟା ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ – ମୁଖ୍ୟ ଶାସନ ସଚିବ

ପ୍ରାକ୍ ବାତ୍ୟା ପ୍ରସ୍ତୁତି ବୈଠକ: ସହଯୋଗ ଓ ସମନ୍ୱୟ ବାତ୍ୟା ପରିଚାଳନା ପାଇଁ ଗୁରୁତ୍ୱପୂର୍ଣ୍ଣ – ମୁଖ୍ୟ ଶାସନ ସଚିବ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୋସୁମୀ ବର୍ଷା ପରେ ଅକ୍ଟୋବର ଶେଷ ଆଡକୁ ଓଡିଶାରେ ବାତ୍ୟା ସଂଘଠିତ ହୋଇଥାଏ । ପାଣିପାଗ ବିଭାଗ ଆକଳନ ଅନୁସାରେ ଅକ୍ଟୋବର ୧୦ ସୁଦ୍ଧା ମୌସୁମୀ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି । ଏଣୁ ଏହା ପରେ ବିଶେଷ କରିପ୍ରାୟ ୪୫ ଦିନ ମଧ୍ୟରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ…

Read More

ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ ଦମନ ସଂପର୍କିତ ଜାତୀୟସ୍ତରୀୟ ବୈଠକ

ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ ଦମନ ସଂପର୍କିତ ଜାତୀୟସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଯୋଗଦେଲେ ରାଜ୍ୟ ଅର୍ଥମନ୍ତ୍ରୀ #ନୂଆଦିଲ୍ଲୀ/ଭୁବନେଶ୍ୱର (ଏନ୍‌.ଏମ୍‌.): ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବାମପନ୍ଥୀ ଉଗ୍ରବାଦ ଦମନ ସମ୍ପର୍କିତ ଜାତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ଏହି ବୈଠକରେ ରାଜ୍ୟ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ । ରାଜ୍ୟର ନକ୍ସଲ ବା ମାଓବାଦୀ ଦମନ ସମ୍ପର୍କରେ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ,…

Read More