କଟକ ବଡ଼ ଡାକ୍ତରଖାନା ଆଇସିୟୁରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ ଥେରାପି

କଟକ ବଡ଼ ଡାକ୍ତରଖାନା ଆଇସିୟୁରେ ରୋଗୀଙ୍କୁ ଦିଆଯିବ ମ୍ୟୁଜିକ ଥେରାପି #କଟକ(ଏନ୍‌.ଏମ୍‌.): କଟକ ବଡ଼ ମେଡ଼ିକାଲ (ଏସସିବି) ଆଇସିୟୁରେ ଏଥର ରୋଗୀଙ୍କୁ ମ୍ୟୁଜିକ୍ ଥେରାପି ଦିଆଯିବ । ମେଡିକାଲର ବିଭିନ୍ନ ବିଭାଗର ଆଇସିୟୁ ଓ ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ୨୪ ଘଣ୍ଟା ଦିଆଯିବ ମ୍ୟୁଜିକ୍ ଥେରାପି । ଏଥିରେ କୌଣସି ନିର୍ଦ୍ଦିଷ୍ଟ ଭଜନ ବାଜିବ ନାହିଁ । କେବଳ ଇନ୍‌ଷ୍ଟ୍ରୋମେଣ୍ଟାଲ୍ ମ୍ୟୁଜିକ(ବାଦ୍ୟଯନ୍ତ୍ର ଧ୍ୱନୀ) ବାଜିବ । ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକରେ ଏଭଳି ଗୁରୁତ୍ୱପୂର୍ଣ୍ଣ…

Read More

କଟକରେ ବିପର୍ଯ୍ୟସ୍ତ ରାସ୍ତାଘାଟ ବିରୁଦ୍ଧରେ ସୁବାସ ସଂଗଠନ ପକ୍ଷରୁ ପୁଣି ଅଭିନବ ପ୍ରତିବାଦ

କଟକରେ ବିପର୍ଯ୍ୟସ୍ତ ରାସ୍ତାଘାଟ ବିରୁଦ୍ଧରେ ସୁବାସ ସଂଗଠନ ପକ୍ଷରୁ ପୁଣି ଅଭିନବ ପ୍ରତିବାଦ #କଟକ(ଏନ୍‌.ଏମ୍‌.): ବିଭିନ୍ନ ସମୟରେ ଜନସାଧାରଣଙ୍କ ସମସ୍ୟାକୁ ନେଇ ନିଆରା ଢଙ୍ଗରେ ପ୍ରତିବାଦ କରୁଥିବା ସୁଭାଷ ସଙ୍ଗଠନ ପକ୍ଷରୁ ବିପର୍ଯ୍ୟସ୍ତ ରାସ୍ତାଘାଟ ବିରୁଦ୍ଧରେ ଆଜି ପୁଣି ଏକ ଅଭିନବ ଆନ୍ଦୋଳନ କରାଯାଇଛି । ଆଗକୁ ଦଶହରା, କାଳୀପୂଜା, ବାଲିଯାତ୍ରା, ସହର ମଧ୍ୟକୁ ଲକ୍ଷଲକ୍ଷ ଲୋକ ଯିବା ଆସିବା କରିବେ, ମାତ୍ର ସହରର ତମାମ ରାସ୍ତାଗୁଡିକ ବିପର୍ଯ୍ୟସ୍ତ ହୋଇପଡ଼ିଛି । ସ୍ଥାନେ ସ୍ଥାନେ ଜୀବନ ନେଲା…

Read More

ସିକିମର ପ୍ରଳୟଙ୍କରୀ ବନ୍ୟାରେ ଫସି ରହିଛନ୍ତି ଚୌଦ୍ୱାର ଦେବୀନଗରର ଦମ୍ପତ୍ତି

ସିକିମର ପ୍ରଳୟଙ୍କରୀ ବନ୍ୟାରେ ଫସି ରହିଛନ୍ତି ଚୌଦ୍ୱାର ଦେବୀନଗରର ଦମ୍ପତ୍ତି #ଚୌଦ୍ୱାର(ଏନ୍ ଏମ): ସିକିମରେ ପ୍ରଳୟଙ୍କରୀ ବନ୍ୟା କେବଳ ସିକିମ ନୁହେଁ ସାରା ଭାରତକୁ ପ୍ରଭାବିତ କରିଛି । ସେଠାରେ ବାଦଲ ଫଟା ବର୍ଷା ହେବା ଯୋଗୁଁ ଅଚାନକ ମାଡ଼ିଆସିଥିଲା ପାଣି । ଭାସିଗଲା ବହୁ ଯାନ ବାହନ ତଥା ଧନ ଜୀବନ । ତେବେ ଏହି ବନ୍ୟାରେ ୨୩ଜଣ ଜବାନ ଭାସି ଯାଇଥିବାବେଳେ ଜଣେ ଓଡ଼ିଆ ଜବାନ ସହିଦ ହୋଇଯାଇଛନ୍ତି । ଏହି ଦୁଃଖଦ ଘଟଣାର…

Read More

ସିକିମ ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଗଲେ ଓଡ଼ିଆ ଯବାନ

ସିକିମ ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଗଲେ ଓଡ଼ିଆ ଯବାନ #ଢେଙ୍କାନାଳ (ଏନ୍‌.ଏମ୍‌.): ସିକିମରେ ବାଦଲଫଟା ବର୍ଷାରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଯାଇଛନ୍ତି ଜଣେ ଓଡ଼ିଆ ଯବାନ । ସିକିମର ଏହି ପ୍ରଳୟଙ୍କରୀ ବନ୍ୟାରେ ୨୩ ଯବାନ ଭାସି ଯାଇଥିଲେ । ଜଣେ ଯବାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୨ ଜଣ ନିଖୋଜ ରହିଥିଲେ । ତେବେ ନିଖୋଜ ଯବାନଙ୍କ ମଧ୍ୟରୁ ଓଡ଼ିଆ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସହିଦ ଓଡ଼ିଶା ଯବାନ…

Read More

‘ସପ୍ତପଦୀ’ ଓ ପାରମ୍ପାରିକ ରୀତିନୀତି ବିନା ହିନ୍ଦୁ ବିବାହ ବୈଧ ନୁହେଁ: ଆହ୍ଲାବାଦ ହାଇକୋର୍ଟ

‘ସପ୍ତପଦୀ’ ଓ ପାରମ୍ପାରିକ ରୀତିନୀତି ବିନା ହିନ୍ଦୁ ବିବାହ ବୈଧ ନୁହେଁ: ଆହ୍ଲାବାଦ ହାଇକୋର୍ଟ ଆହ୍ଲାବାଦ(ଏଜେନ୍ସି): ହିନ୍ଦୁ ରୀତିନୀତିରେ ବିବାହକୁ ନେଇ ଅନେକ ସମୟରେ ତର୍କ ହୁଏ । ଏକ ବିବାହ ବାସ୍ତବରେ କିପରି ହେବା ଉଚିତ୍‌? ଏଥିରେ ପରମ୍ପରା ମୁଖ୍ୟ ନା ଆଇନଗତ ପ୍ରକ୍ରିୟା ଆଗ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜେ, ଆଉ ତର୍କବିତର୍କ ବି ହୁଏ । ଏସବୁ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଦେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ । କୋର୍ଟ କହିଛନ୍ତି, ହିନ୍ଦୁ…

Read More

ଅସ୍ତ ହୋଇଗଲେ ମିଶ୍ର ସାର

ଅସ୍ତ ହୋଇଗଲେ ମିଶ୍ର ସାର #ଚୌଦ୍ୱାର (ଏନ୍ ଏମ): ଆଉ ନାହାନ୍ତି ମଣିଷ ଗଢା କାରଖାନାର ସଫଳ ବିନ୍ଧାଣୀ ମିଶ୍ର ସାର । ଦିନେ ପଢ଼ଉ ପଢ଼ଉ ବୃତ୍ତିରେ ହୋଇଗଲେ ଶିକ୍ଷକ । ଆଉ ଗାଁର ଚାଳ ଛପର ଘରରୁ ପାଠ ପଢୁଥିବା ଶିକ୍ଷକ ହୋଇଗଲେ ପିଲାମାନଙ୍କ ମିଶ୍ର ସାର । ହଁ ଆଜ୍ଞା ଆମେ କହଛୁ ସେଇ ସାରଙ୍କ କଥା କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତର ରହିଥିବା ସ୍ୱର୍ଗତ ପଣ୍ଡିତ ନାରାୟଣ…

Read More