ଡିଭାଇନ କ୍ଲବରେ ଗାନ୍ଧୀ ଜୟନ୍ତୀ

ଡିଭାଇନ କ୍ଲବରେ ଗାନ୍ଧୀ ଜୟନ୍ତୀ #କିଶନନଗର(ଏନ୍‌.ଏମ୍‌.): କଟକ ଜିଲ୍ଲା, ମାଣପୁର ପଞ୍ଚାୟତ ସ୍ଥିତ ଗଡ଼ମା ବଜାର ସ୍ଥିତ ଡିଭାଇନ କ୍ଲବ ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ ସହ ଓଡିଶା ପୁଲିସ ପକ୍ଷରୁ ସାଇବର କ୍ରାଇମ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ନେମାଳ ଆଇଆଇସି, ସ୍ଥାନୀୟ କଲରବାଙ୍କ ଫାଣ୍ଡି ଅଧିକାରୀ ନରେନ୍ଦ୍ର ନାଥ ସାହୁଙ୍କ ସମେତ ପୁଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପ୍ରଶାସନ ଓ ସ୍ଥାନୀୟ ଜଣ ସାଧାରଣ ସେଥି ମଧ୍ୟରୁ…

Read More

କିଶନ ନଗର ତହସିଲ କାର୍ଯ୍ୟାଳୟରେ ଜନ ଶୁଣାଣି

କିଶନ ନଗର ତହସିଲ କାର୍ଯ୍ୟାଳୟରେ ଜନ ଶୁଣାଣି #କିଶନନଗର(ଏନ୍‌.ଏମ୍‌.): କଟକ ଜିଲ୍ଲା କିଶନ ନଗର ତହସିଲ କାର୍ଯ୍ୟାଳୟରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ୪୯ଟି ଅଭିଯୋଗ ର ଶୁଣାଣି କରାଯାଇଥିବା ବେଳେ ମୁଖ୍ୟତ କିଶନ ନଗର ଗଡମା ରାସ୍ତାରେ ବେଆଇନ ଚଳାଚଳ କରୁଥିବା ବାଲି ବୋଝେଇ ହାଇୱା ଅଞ୍ଚଳ ବାସୀଙ୍କ ଚିନ୍ତାର କାରଣ ପାଲଟିଛି । ତୁରନ୍ତ ହାଇୱା ବନ୍ଦ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଅଭିଯୋଗ ପତ୍ର ଦାଖଲ କରାଯାଇଥିଲା । ଆୟୋଜିତ…

Read More

ଶ୍ରୀମନ୍ଦିର ପ୍ରକଳ୍ପ ଅନୁଧ୍ୟାନ କଲା ଆଇନଜୀବୀ କମିଟି ସଦସ୍ୟ

ଶ୍ରୀମନ୍ଦିର ପ୍ରକଳ୍ପ ଅନୁଧ୍ୟାନ କଲା ଆଇନଜୀବୀ କମିଟି ସଦସ୍ୟ #ପୁରୀ(ଏନ୍‌.ଏମ୍‌.): ଶ୍ରୀ ଜଗନ୍ନାଥ ମନ୍ଦିର ଚାରିଦୁଆର ଖୋଲିବାକୁ ଘୁଞ୍ଚାଇ ଦିଆଯାଇଥିବା ଘଟଣାକୁ ନେଇ ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ଅକ୍ଟୋବର ୩ ତାରିଖ ଦିନ ଆଇନଜୀବୀ କମିଟି ଶ୍ରୀମନ୍ଦିର ପ୍ରକଳ୍ପ କାର୍ଯ୍ୟକୁ ଅନୁଧ୍ୟାନ କରିଛି । କାର୍ଯ୍ୟ ସମାପନ ନିମନ୍ତେ ସରକାରଙ୍କୁ ୨ ମାସ ଓ ୧ମାସ ଭକ୍ତମାନଙ୍କ ପାଇଁ ଭିତ୍ତିଭୂମି ତିଆରି କରିବା ଯଥା ଟେଣ୍ଟ୍ ବାନ୍ଧିବା, ପାଣି ଯୋଗାଣ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ…

Read More

ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବ ବିଜେପି : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବ ବିଜେପି : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ,୨୦୨୪ରେ ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବ ବିଜେପି । ଓଡ଼ିଶା ଗସ୍ତରେ ଆସି ସାମ୍ୱାଦିକ ସମ୍ମିଳନୀ କରି ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦଳ । ଓଡ଼ିଶାରେ ବି କାର୍ଯ୍ୟକର୍ତ୍ତାଙ୍କ ଦମରେ ଲଢ଼ିବ…

Read More

ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ଯାତ୍ରୀ: ଯାତମୁଣ୍ଡିଆ-ସୂବର୍ଣ୍ଣପୁର ପୋଲ ଭାଙ୍ଗି ନଦୀକୁ ଝୁଲି ରହିଗଲା ବସ

ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ଯାତ୍ରୀ: ଯାତମୁଣ୍ଡିଆ-ସୂବର୍ଣ୍ଣପୁର ପୋଲ ଭାଙ୍ଗି ନଦୀକୁ ଝୁଲି ରହିଗଲା ବସ #ବାଙ୍କୀ(ଏନ୍‌.ଏମ୍‌.): ଅଳ୍ପକେ ବର୍ତ୍ତି ଯାଇଛି ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ । ଅନୁଗୋଳରୁ ଭୁବନେଶ୍ୱର ଆସୁଥିବା ବସଟି ପ୍ରାୟ ୧୦ଟା ବେଳେ ବାଙ୍କୀ ଯାତମୁଣ୍ଡିଆ- ସୂବର୍ଣ୍ଣପୁର ପୋଲ ଉପରେ ବାଡ଼ା ଭାଙ୍ଗୀ ପୂର୍ଣ୍ଣଗର୍ଭା ମହାନଦୀକୁ ଝୁଲି ରହିଛି । ତେବେ ଏହି ଦୁର୍ଘଟଣାକୁ ଯେ କେହି ଦେଖିବ ଲୋମ ଟାଙ୍କୁଡ଼ି ଉଠୁଛି । ବସଟି ଭାରସ୍ୟାମ ହରାଇ ଯେଉଁଭଳି ଭାବେ…

Read More

ଲୋକସେବା ଭବନରେ ଅଗ୍ନିକାଣ୍ଡ

ଲୋକସେବା ଭବନରେ ଅଗ୍ନିକାଣ୍ଡ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜଧାନୀ ଲୋକସେବା ଭବନରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଦୀର୍ଘ ସମୟ ଧରି ଅଗ୍ନିଶମ ବାହିନୀ ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ସୂଚନା ଅନୁଯାୟୀ, ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାର ପ୍ରଥମ ମହଲାରେ ନିଆଁ ଲାଗି ଥିବା ଜଣାପଡ଼ିଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ସର୍ଟ ସର୍କିଟରୁ ଲାଗିଲା ନା ଆଉ କିଛି କାରଣ ଅଛି ଜଣାପଡ଼ି ନାହିଁ ।…

Read More