ଶାନ୍ତି ଶୃଙ୍ଖଳା ସହ ପାଳନ ହେଲା ଚୌଦ୍ୱାର ଗୋଡ଼ିପାଟଣା ଇନ୍ଦୁ ପୂର୍ଣ୍ଣିମା ମେଳଣ

ଶାନ୍ତି ଶୃଙ୍ଖଳା ସହ ପାଳନ ହେଲା ଚୌଦ୍ୱାର ଗୋଡ଼ିପାଟଣା ଇନ୍ଦୁ ପୂର୍ଣ୍ଣିମା ମେଳଣ #ଚୌଦ୍ୱାର(ଏନ.ଏମ.): ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ । ଗାଆଁ ଠୁ ସହର ଚାରିଆଡ଼େ ଉତ୍ସବ ମୁଖର । ଅଗ୍ର ପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୋଇଛି ଚଳିତ ବର୍ଷର ପାର୍ବଣର ପୂଜା । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଗୋଡ଼ି ପାଟଣା ଠାରେ ଆରମ୍ଭ ହୋଇଯାଇଛି ଇନ୍ଦୁ ପୂର୍ଣ୍ଣିମା ମହୋତ୍ସବ । ପ୍ରତିବର୍ଷ ପୂର୍ଣ୍ଣମୀ ଠାରୁ ବିଘ୍ନରାଜଙ୍କ ପୂଜାଚର୍ନା…

Read More

ଖୋର୍ଦ୍ଧା ବେଗୁନିଆରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଖୋର୍ଦ୍ଧା ବେଗୁନିଆରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା(ଏନ୍‌.ଏମ୍‌.): ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଧିନସ୍ଥ ପରିଛଳ ଗ୍ରାମରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ଏଥିରେ ଉକ୍ତ ଗ୍ରାମର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଏବଂ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଅନୁଷ୍ଠାନର ମିଳିତ ଉଦ୍ୟମରେ ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା । ସତ୍ୟ ଅହିଂସାର ପ୍ରତୀକ ନିର୍ଭୀକ ତଥା ନୀତିବାନ…

Read More

କିଶନନଗର ଠାରେ ବଚ୍ଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ

କିଶନନଗର ଠାରେ ବଚ୍ଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ #କିଶନନଗର(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଥେଲେଟିକ ଆସୋସିଏସନ୍ ପକ୍ଷରୁ କଟକ ସଦର ଅନ୍ତର୍ଗତ କିଶନନଗର ସାମନ୍ତରାପୁରର ଅଗ୍ରଣୀ ଆଞ୍ଚଳିକ ସ୍ପୋର୍ଟସ ଆଣ୍ଡ ଗେମ୍ସ ଆସୋସିଏସନ୍ (‘ଆସଗା’) ଆନୁକୁଲ୍ୟରେ ଆସନ୍ତା ନଭେମ୍ବର ୧୯ରୁ କିଶନନଗର ଖେଳପଡିଆ ରେ ବଚ୍ଚନ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ୨୦୨୩-୨୪ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଏହି ଉପଲକ୍ଷେ କଟକ ଜିଲ୍ଲା ଆଥେଲେଟିକ ଆସୋସିଏସନ୍ ସଂପାଦକ ବିରେନ କୁମାର ବେହେରା, ଉପ ସଭାପତି…

Read More

ସ୍ୱାଧୀନତା ସଂଗ୍ରାମୀ ଗୋକୁଳ ମୋହନ ରାୟ ଚୁଡ଼ାମଣୀଙ୍କର ୧୭ତମ ଶ୍ରାଦ୍ଧବାର୍ଷିକ

ସ୍ୱାଧୀନତା ସଂଗ୍ରାମୀ ଗୋକୁଳ ମୋହନ ରାୟ ଚୁଡ଼ାମଣୀଙ୍କର ୧୭ତମ ଶ୍ରାଦ୍ଧବାର୍ଷିକ #ଖୋର୍ଦ୍ଧା(ଏନ୍‌.ଏମ୍‌.): ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଗୋକୁଳ ମୋହନ ରାୟ ଚୁଡାମଣୀଙ୍କର ୧୭ତମ ଶ୍ରାଦ୍ଧବାର୍ଷିକ ଉତ୍ସବ ଗୋକୁଳ ମୋହନ ରାୟଚୁଡ଼ାମଣି ସ୍ମୃତି ସଂସଦ ଦ୍ୱାରା ଖୋର୍ଦ୍ଧା ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ମୁଖ୍ୟଅତିଥି ଭାବରେ ଯୋଗଦେଇ ସ୍ଥାନୀୟ ବି.ଡି.ଏ କଲୋନୀସ୍ଥିତ ଚୁଡାମଣୀଙ୍କର ପ୍ରତିମୂର୍ତ୍ତିରେ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କଲା ପରେ ସେଠାରେ ଉପସ୍ଥିତ ଥିବା…

Read More

ରାଇରଙ୍ଗପୁରରେ ସହିଦ ନୁଦୂରାମ ସୋରେନ୍ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ଶିବିର

ରାଇରଙ୍ଗପୁରରେ ସହିଦ ନୁଦୂରାମ ସୋରେନ୍ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ଶିବିର #ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସହିଦ ନୁଦୂରାମ ସୋରେନ ମେମୋରିଆଲ ଟ୍ରଷ୍ଟ’ ଆନୁକୂଲ୍ୟରେ ନିଃଶୁଳ୍କ ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ରାଇରଙ୍ଗପୁର ପୌରାଞ୍ଚଳର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି ସାମାଜିକ ସେବା କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନରଂଜନ ହେମ୍ବ୍ରମ, ରାଇରଙ୍ଗପୁର ପୌର ପରିଷଦ ଉପାଧ୍ୟକ୍ଷା ମମିତା ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ସହିଦ…

Read More

ଭଦ୍ରକ ଜବାହର ନବୋଦୟ ବିଦ୍ୟାଳୟରେ ସ୍ୱଚ୍ଛଭାରତ ଅଭିଯାନର ନବମ ବର୍ଷର ପୂର୍ତ୍ତି ପାଳନ

ଭଦ୍ରକ ଜବାହର ନବୋଦୟ ବିଦ୍ୟାଳୟରେ ସ୍ୱଚ୍ଛଭାରତ ଅଭିଯାନର ନବମ ବର୍ଷର ପୂର୍ତ୍ତି ପାଳନ #ଭଦ୍ରକ(ଏନ୍‌.ଏମ୍‌.): ଦେଶରେ ସୁସ୍ଥ ବାତାବରଣ ପାଇଁ ସ୍ୱଚ୍ଛତାର ଆବଶ୍ୟକ । ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ସ୍ୱଚ୍ଛତାକୁ ଆଉ ପାଦେ ଆଗକୁ ନେଇ ୨୦୧୪ ମସିହା ଅକ୍ଟୋବର ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ‘ସ୍ୱଚ୍ଛ ଭାରତ ଅଭିଯାନ’ର ଉଦ୍‌ଘାଟନ ହୋଇଥିଲା । ତେଣୁ ଚଳିତ ବର୍ଷ ସ୍ୱଚ୍ଛଭାରତ ଅଭିଯାନର ନବମ ବର୍ଷର ପୂର୍ତ୍ତି ଅବସରରେ ୭୫ତମ ଆଜାଦୀକା ଅମୃତ ମହୋତ୍ସବକୁ ଆଧାର…

Read More

ପ୍ରବାସୀ ଭାରତୀୟ ସଂଘ ପକ୍ଷରୁ କୁଏତରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ

ପ୍ରବାସୀ ଭାରତୀୟ ସଂଘ ପକ୍ଷରୁ କୁଏତରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ #କୁଏତ (ଏଜେନ୍ସି): ପ୍ରବାସୀ ଭାରତୀୟଙ୍କ ପକ୍ଷରୁ କୁଏତରେ ଜାତୀୟ ଜନକ ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ୧୫୪ ତମ ଜନ୍ମ ବାର୍ଷିକୀଅବସରରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ମଧ୍ୟ ସ୍ମରଣ କରି ଶାସ୍ତ୍ରୀଙ୍କ ସରଳତା…

Read More

ଏନ.ଏଲ.ୟୁ. ଓଡିଶାର ଏନ.ଏସ.ଏସ ବ୍ୟୁରୋ ଦ୍ୱାରା ସ୍ୱଚ୍ଛତା ହିଁ ସେବା ‘କ୍ୟାମ୍ପେନ କାର୍ଯ୍ୟକ୍ରମ’

ଏନ.ଏଲ.ୟୁ. ଓଡିଶାର ଏନ.ଏସ.ଏସ ବ୍ୟୁରୋ ଦ୍ୱାରା ସ୍ୱଚ୍ଛତା ହିଁ ସେବା ‘କ୍ୟାମ୍ପେନ କାର୍ଯ୍ୟକ୍ରମ’ #ବାରଙ୍ଗ(ଏନ୍‌.ଏମ୍‌.): ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡିଶାର ଏନ.ଏସ.ଏସ ବ୍ୟୁର ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ’ ସ୍ଥାନୀୟ ବାଲ୍ମୀକି ନଗର ଏବଂ ବାବା ତିଲକା ନଗର ସାହିରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭାରତ ସରକାରଙ୍କର ୧ତାରିଖରେ ୧ଘଣ୍ଟା ଓ ଏକ ସାଥ କାର୍ଯ୍ୟକ୍ରମ ଅଧିନରେ ଉପରୋକ୍ତ ୨ଗୋଟି ସାହିରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ…

Read More